8 ତେଇ ସେମନ୍ ସବୁ ଲକ୍ ପେଟ୍ପୁର୍ତେ କାଇଲାଇ ଆରି ଅଗଲ୍ଲାଟା ସାତ୍ଡାଲା ବେଟ୍ଲାଇ ।
ସେଟା ସବୁଲକ୍ କାଇକରି ସାନ୍ତି ଅଇଲାଇ । ତାର୍ପଚେ ସିସ୍ମନ୍ ଅଗ୍ଲି ରଇବା ରୁଟି ଆରି ମାଚ୍ ଟୁଲିଆଇ ବାର୍ଟା ଡାଲାଇ ବର୍ତି କଲାଇ ।
ସବୁ ଲକ୍ ପେଟ୍ପୁର୍ତେ କାଇଲାଇ । ଆରି ସିସ୍ମନ୍ ଅଗଲ୍ଲାଟା ସାତ୍ଟାଡାଲାଇ ବର୍ତି କଲାଇ ।
ଆରି ଚାରି ଅଜାର୍ ଲକ୍କେ ସାତ୍ଟା ରୁଟିର୍ କାତା ମନେ ନାଇ କି ? ସେଡ୍କିବେଲେ କେତେ ଡାଲା ବର୍ତି କରି ରଇଲାସ୍ ?
ତେଇ ଚାରିଅଜାର୍ ଲକ୍ମନ୍ ରଇଲାଇ ।
ସେ ବୁକର୍ ଲକ୍ମନ୍କେ ନିକ ନିକ ବିସଇ ଦେଇ ସାର୍ଦା କରାଇ ଆଚେ, ସାଉକାର୍ଲକ୍ମନ୍କେ ଚୁଚା ଆତେ ବାଉଡାଇଦେଇ ଆଚେ ।
ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ ।