5 ଜିସୁ ସେମନ୍କେ ପାଚାର୍ଲା, “ତମର୍ଲଗେ କେତେଟା ରୁଟିଆଚେ ?” ସେମନ୍ କଇଲାଇ, “ସାତ୍ଟା ।”
ଜିସୁ ପାଚାର୍ଲା, “ତମର୍ ଲଗେ କେତେଟା ରୁଟି ଆଚେ ?” ସେମନ୍ କଇଲାଇ, “ସାତ୍ଟା ରୁଟି ଆରି କେତେଟା ସାନ୍ ମାଚ୍ ଆଚେ ।”
ଜିସୁ ସେମନ୍କେ କଇଲା, “ତମର୍ ଲଗେ କେତେଟା ରୁଟି ଆଚେ ? ଜାଇ ଦେକା ।” ସେମନ୍ ଦେକିଆସି ତାକେ କଇଲାଇ, “ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ।”
ସିସ୍ମନ୍ ତାକେ କଇଲାଇ, “ଇତି ଏ ଚିମ୍ରା ଜାଗାଇ ଲକ୍ ନ ରଇବାଟାନେ କନ୍ତିଅନି ରୁଟି ଆନି ଏମନ୍କେ ପେଟ୍ ପୁରାଇବାର୍ ?”
ତେଇ ଜିସୁ ସେ ସବୁ ଲକ୍ମନ୍କେ ବୁଏଁ ବସ୍ବାକେ କଇଲା, ଆରି ସେ ସାତ୍ଟା ରୁଟି ଦାରିକରି ପର୍ମେସର୍କେ ଦନିଅବାଦ୍ ଦେଇ ସେଟା ସବୁ ବାଙ୍ଗାଇକରି ବାଟାକରିଦେବାକେ ତାର୍ ସିସ୍ମନ୍କେ ଦେଲା । ଆରି ସେମନ୍ ଲକ୍ମନ୍କେ ସେଟା ବାଟାକଲାଇ ।
ମାତର୍ ଜିସୁ ସେମନ୍କେ କଇଲା, “ତମେ ସେମନ୍କେ କାଇବାକେ ଦିଆସ୍ ।” ସେମନ୍ କଇଲାଇ, “ଆମର୍ଲଗେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଚାଡି ଅଦିକ୍ ନାଇ । ସେନ୍ତାର୍ଆଲେ ଆମେ ଜାଇକରି ଏ ସବୁଲକର୍ପାଇ କନ୍ତିଅନି କାଦି ଗେନ୍ବୁ ?”