4 ସିସ୍ମନ୍ ତାକେ କଇଲାଇ, “ଇତି ଏ ଚିମ୍ରା ଜାଗାଇ ଲକ୍ ନ ରଇବାଟାନେ କନ୍ତିଅନି ରୁଟି ଆନି ଏମନ୍କେ ପେଟ୍ ପୁରାଇବାର୍ ?”
ସିସ୍ମନ୍ ତାକେ କଇଲାଇ, “ଏ ମରୁବାଲିବୁଏଁ ଏତେକ୍ ଲକ୍କେ କୁଆଇବାକେ ଆମେ କନ୍ତିଅନି ଏତେକ୍ମାଣ୍ଡ୍ କାଦି ଆନ୍ବୁ ?”
କାଇକେବଇଲେ ପାଁଚ୍ଟା ରୁଟିର୍ ଗଟ୍ନାଇଅନି ଜିସୁ କେ ବଲି ବୁଜି ନ ରଇଲାଇଜେ ସେମନର୍ ବୁଦି ଗୁପିଜାଇରଇଲା ।
ତେବେ ମୁଇ ସେମନ୍କେ ନ କୁଆଇତେ ଗରେ ପାଟାଇଲେ, ବାଟେ ସେମନର୍ ଚେତା ଆଜିଜାଇସି, ସେମନର୍ ବିତ୍ରେ କେତେକ୍ ଲକ୍ ଦୁରେଅନି ଆସି ଆଚତ୍ ।”
ଜିସୁ ସେମନ୍କେ ପାଚାର୍ଲା, “ତମର୍ଲଗେ କେତେଟା ରୁଟିଆଚେ ?” ସେମନ୍ କଇଲାଇ, “ସାତ୍ଟା ।”