36 ଜଦି ଗଟେକ୍ ଲକ୍ ଦୁନିଆର୍ ସବୁ ଜିନିସ୍ ପାଇକରି, ନିଜର୍ ଜିବନ୍ ଆରାଇସି, ସେଟା ତାର୍ପାଇ କାଇ ଲାବ୍ ନାଇ ।
ଜଦି ଗଟେକ୍ ଲକ୍, ଗୁଲାଇ ଜଗତ୍ ଜିତିକରି ନିଜର୍ ଜିବନ୍ ଆରାଇଦେଇସି ବଇଲେ ସେଟା କାଇ ଲାବ୍ ? ଜିବନ୍ ବାଉଡାଇ ପାଇବାକେ ଆଲେ ସେ କାଇଟା ମିସା ଦେଇ ନାପାରେ ।
ମାତର୍ କେ ନିଜର୍ ଜିବନ୍ ରକିଆ କର୍ବାକେ ମନ୍ କର୍ସି, ସେ ସେଟା ଆରାଇସି, ମାତର୍ ଜେ ମର୍ ଲାଗି ଆରି ସୁବ୍କବର୍ ଜାନାଇବାକେ ତାର୍ ଜିବନ ଆରାଇସି ବଇଲେ, ସେ ତାର୍ ଜିବନ୍ ରକିଆ କର୍ସି ।
ଆରି ତାର୍ ଆତ୍ମାର୍ ବାଦୁଲେ କାଇଟା ଦେଲେ ମିସା ସମାନ୍ ନ ଅଏ ।
ଆରି ଜଦି ଗଟେକ୍ ମୁନୁସ୍ ଗୁଲାଇ ଦୁନିଆ ଜିତିକରି ନିଜେ ବିନାସ୍ ଅଇସି, କି ଆରାଇସି, ତେବେ ତାର୍ କାଇ ଲାବ୍ ?
ଏବେ ତମ୍କେ ଜନ୍ କାମ୍ମନ୍ କର୍ବାକେ ଲାଜ୍ଲାଗ୍ଲାନି, ସେଡ୍କିବେଲେ ସେ ସବୁ କର୍ତେ ରଇଲାସ୍ । ତେଇଅନି ତମ୍କେ କାଇ ଲାବ୍ ଅଇଲା ? ସେ ସବୁ କାମର୍ ଦସା ଅଇଲାନି ମରନ୍ ।