ମାର୍କ 8:31 - ସତିଅର୍ ବାଟ୍ ନୁଆ ନିୟମ୍ 202031 ତାର୍ପଚେ ଜିସୁ, ପର୍ମେସର୍ ଅନି ଆଇଲା ନର୍ପିଲାକେ କାଇ କାଇଟା ଅଇସି ବଲି ତାର୍ ସିସ୍ମନ୍କେ ସିକାଇଦେବାର୍ ଦାର୍ଲା । ସେ କଇଲା, “ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ ବେସି ଦୁକ୍ କସ୍ଟ ପାଇବାର୍ ଆଚେ । ମୁକିଅ ନେତାମନ୍, ମୁକିଅ ପୁଜାରିମନ୍, ଆରି ନିୟମ୍ ସିକାଇଦେବା ଲକ୍ମନ୍ ମକେ ନ ନାମତ୍ । ସେମନ୍ ମକେ ମରାଇବାଇ ଆରି ତିନ୍ଦିନ୍ ଗାଲାପଚେ ମୁଇ ଆରି ତରେକ୍ ମଲାତେଇଅନି ଜିବନ୍ ଅଇ ଉଟ୍ବି ।” အခန်းကိုကြည့်ပါ။ |