20 “ଆରି, ସେ ଚାରି ଅଜାର୍ ଲକର୍ ବିତ୍ରେ ମୁଇଁ ଜେଡେବେଲ୍ ସାତଟା ରୁଟି ବାଙ୍ଗାଇ ରଇଲି, ସେଡ୍କିବେଲେ ତମେମନ୍ ସବୁ କେତେକ୍ ଡାଲା ବାଙ୍ଗ୍ଲା କଣ୍ଡ୍ ଟୁଲିଆଇ ରଇଲାସ୍ ?” ସେମନ୍ କଇଲାଇ “ସାତ୍ ଡାଲା ।”
ସେଟା ସବୁଲକ୍ କାଇକରି ସାନ୍ତି ଅଇଲାଇ । ତାର୍ପଚେ ସିସ୍ମନ୍ ଅଗ୍ଲି ରଇବା ରୁଟି ଆରି ମାଚ୍ ଟୁଲିଆଇ ବାର୍ଟା ଡାଲାଇ ବର୍ତି କଲାଇ ।