18 ଆଁକି ରଉ ରଉ ଦେକାସ୍ ନାଇ ? ଆରି, କାନ୍ ରଉ ରଉ ସୁନାସ୍ ନାଇ ? ଆମର୍ଟାନେ ଜେଡେବେଲେ କାଇବାକେ ଉନା ରଇଲା, ସେ ବେଲେ ମୁଇ କାଇଟା କରିରଇଲି ? ସେ ବିସଇ ତମେ ଏତାଆସ୍ ନାଇକି ?
ଜେନ୍ତାର୍କି “ମୁଇ କର୍ବା କାମ୍ମନ୍ ଦେକ୍ତେ ରଇଲେ ମିସା ବୁଜି ନାପାରତ୍, ଆରି କଇଲାଟାମନ୍ ସୁନି ସୁନି ମିସା ନ ବୁଜତ୍, ବୁଜ୍ତାଇଆଲେ ସେମନ୍ ପର୍ମେସରର୍ ଲଗେ ବାଅଡ୍ତାଇ ଆରି ପାପ୍ କେମା ପାଇତାଇ ।”
ପର୍ମେସର୍ ଜେନ୍ତିକି ତାକର୍ ଦେକ୍ବା ଆଁକି କାଣା କରିଦେଇଆଚେ ଆରି ସେମନର୍ ବୁଜ୍ବା ବପୁ ନସାଇଦେଇଆଚେ ସେଟାର୍ପାଇ ସେମନ୍ ଦେକି ନାପାର୍ଲାଇନି କି ମୁଲ୍କେ ବୁଜି ନାପାର୍ଲାଇନି । ସେମନ୍ ନିକ ଅଇବାକେ ମର୍ଟାନେ ବାଉଡି ଆସତ୍ନାଇ । ଏଟା ପର୍ମେସର୍ କଇଲାନି । ଆମେ ସେମନ୍କେ ନିକ ନ କରୁ ।
ସାସ୍ତରର୍ ବାକିଅ “ଜେନ୍ତିକି ପରମେସର୍ ସେମନର୍ ଆଁକି ଆରି ମନ୍ ବାନ୍ଦି ଦେଲା ଆଚେ । ଏବେ ଜାକ ସେମନ୍ ଦେକି ନାପାର୍ଲାଇନି କି ସୁନି ନାପାର୍ଲାଇନି ।”
ମୁଇ ତମର୍ ସଙ୍ଗ୍ ରଇଲାବେଲେ ତର୍କେ ତର୍ ଏ ସବୁ ବିସଇ ଏତାଇ ଦେଇତେ ରଇଲି । ସେଟା କାଇ ତମର୍ ମନେ ନାଇ କି ?
ଏ ସବୁ ବିସଇ ତମେ ଜାନିରଇଲେ ମିସା, ଆରି ପାଇଲା ସତ୍ ବିସଇଟାନେ ଡାଟ୍ ଆଚାସ୍ ମିସା, ଏ ସବୁ ବିସଇ ତମ୍କେ ଏତାଇଦେଇତେ ରଇବି ।