ମାର୍କ 8:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 ସେମନ୍ କାଇ ବିସଇନେଇ କାତାବାର୍ତା ଅଇଲାଇନି ବଲି ଜିସୁ ଜାନିକରି ସେମନ୍କେ କଇଲା, “ତମର୍ ଲଗେ ଜେତ୍କି ଦର୍କାର୍ ଆଚେ, ସେତ୍କି ରୁଟିନାଇ ବଲିକରି ତମେ କାଇକେ କାତାବାର୍ତା ଅଇଲାସ୍ନି ? ଏବେଜାକ ତମେ କାଇ ଦେକାସ୍ ନାଇ କି ବୁଜାସ୍ନାଇ ? ତମର୍ ମନ୍ କାଇ ଆଁଟ୍ ଅଇଗାଲା ଆଚେ କି ? အခန်းကိုကြည့်ပါ။ |