16 ଏଟା ସୁନି ସିସ୍ମନ୍ ନିଜର୍ ନିଜର୍ ବିତ୍ରେ କାତାବାର୍ତା ଅଇକରି କଇଲାଇ, “ଆମର୍ଲଗେ କାଇବାକେ ରୁଟିନାଇ ବଲି ସେ ଏନ୍ତାରି କଇଲାଇନି ।”
ଜିସୁ ସେମନ୍କେ ଜାଗ୍ରତ୍ କରାଇ କଇଲା, “ପାରୁସିମନର୍ ଆରି ଏରଦର୍କମିର୍ ଅନି ତରିକ୍ନା ଅଇ ରୁଆ ।”
ସେମନ୍ କାଇ ବିସଇନେଇ କାତାବାର୍ତା ଅଇଲାଇନି ବଲି ଜିସୁ ଜାନିକରି ସେମନ୍କେ କଇଲା, “ତମର୍ ଲଗେ ଜେତ୍କି ଦର୍କାର୍ ଆଚେ, ସେତ୍କି ରୁଟିନାଇ ବଲିକରି ତମେ କାଇକେ କାତାବାର୍ତା ଅଇଲାସ୍ନି ? ଏବେଜାକ ତମେ କାଇ ଦେକାସ୍ ନାଇ କି ବୁଜାସ୍ନାଇ ? ତମର୍ ମନ୍ କାଇ ଆଁଟ୍ ଅଇଗାଲା ଆଚେ କି ?
ସେବେଲାଇ ସେମନ୍ ନିଜର୍ ନିଜର୍ ବିତ୍ରେ ଦଦାପେଲା ଅଇଲାଇ । ଜଦି ଜଅନର୍ ଡୁବନ୍ ସର୍ଗେଅନି ବଲି କଇଲେ, କାଇକେ ତାକେ ବିସ୍ବାସ୍ କରାସ୍ ନାଇ ? ବଲି କଇବାଇ ।
ତରେକ୍ ସିସ୍ମନର୍ ବିତ୍ରେ କେ ମୁକିଆ, ସେ ବିସଇ ନେଇ ଦଦାପେଲା ଅଇଲାଇ ।