10 ତାର୍ପଚେ ଜିସୁ ଲକ୍ମନ୍କେ ପାଟାଇ ଦେଲା ଆରି ନିଜର୍ ସିସ୍ମନର୍ ସଙ୍ଗ୍ ଡଙ୍ଗାଇ ଚଗି ଦଲ୍ମନୁତା ନାଉଁର୍ ଗଟେକ୍ ଜାଗାଇ ଆଇଲା ।
ଏଟାର୍ ପଚେ ଜିସୁ ଲକ୍ମନ୍କେ ପାଟାଇ ଦେଇ ଡଙ୍ଗାଇ ଚଗି ମଗ୍ଦାନ୍ ଜାଗାର୍ ସନ୍ଦିଲଗେ ଗାଲା ।
ତେଇ ଚାରିଅଜାର୍ ଲକ୍ମନ୍ ରଇଲାଇ ।