7 ସେମନ୍ ଲକ୍ମନ୍ କଲା ନିୟମ୍ ମାପ୍ରୁର୍ ନିୟମ୍ ବଲି ସିକାଇବାଇ ମାତର୍ ସେ ଉପାସନାର୍ କିଚି ମୁଲିଅ ନାଇ ।
ସେମନ୍ ମକେ ଡାକ୍ବାଟାନେ କାଇ ଅରତ୍ ନାଇ, କାଇକେ ବଇଲେ ସେମନ୍ ଲକ୍ମନ୍ ତିଆର୍କରି ରଇବା ରିତିନିତି ମର୍ ଆଦେସ୍ ବଲି ସିକାଇଲାଇନି ।
ପାର୍ତନା କର୍ବା ବେଲେ ପର୍ମେସର୍କେ ବିସ୍ବାସ୍ ନ କର୍ବା ଲକ୍ମନର୍ ପାରା ଅରତ୍ ନଇଲା କାତା ତର୍କେ ତର୍ କଇ ଆଉଲି ନ ଉଆ, ବେସି ପର୍ ପାର୍ତନା କଲେ ସେ ପର୍ମେସର୍ ସୁନ୍ସି ବଲି, ସେମନ୍ ମନେ ବାବ୍ବାଇ ।
ଆରି, ଜଦି କିରିସ୍ଟକେ ମଲାତେଇ ଅନି ଉଟାଏ ନାଇ, ତେବେ ଆମେ ଜାନାଇବାଟା ଚୁଚାଇସେ, ତମେ ବିସ୍ବାସ୍ କର୍ବାଟା ମିସା ଚୁଚାଇସେ ।
ସେଟାର୍ପାଇ ଏ ମର୍ ଆଲାଦର୍ ବାଇବଇନିମନ୍, ଡାଁଟ୍ ଅଇକରି ରୁଆ । ମାପ୍ରୁ ଜିସୁକିରିସ୍ଟର୍ ସେବା କାମ୍ ଆବଡ୍ ଅଇକରି କରା । କାଇକେବଇଲେ ତମେ ଜାନାସ୍, ତାର୍ପାଇ ଜନ୍ କାମ୍ ସବୁ କର୍ସା, ସେଟା ସବୁ ଲଡାକେ ଆଇସି ।
ଏ ସବୁଜାକ ନିୟମ୍ ମାନିକରି ଚାଲ୍ଲେ ତମ୍କେ କାଇ ଲଡାକେ ନ ଆସେ । କାଇକେବଇଲେ ସେଟା ଲକ୍ମନ୍ ତିଆର୍କଲାଟା ।
ମାତର୍ ଜନ୍ ଲକ୍ମନ୍ କାଇ ଲଡାକେ ନ ଆଇବା ବିସଇର୍ପାଇ ଦଦାପେଲା ଅଇବାଇ, ଆରି ତାକର୍ କୁଟୁମର୍ ଆନିଦାଦିମନର୍ ବିସଇ କଇ ଲାଗିରଇବାଇ, ଚୁଚାଇ ଚୁଚାଇ ଦଦାପେଲା ଅଇବାଇ ଆରି ମସା ମିଲାଇରଇବା ରିତିନିତି ବିସଇନେଇ ଲାଗାଲାଗି ଅଇବାଇ, ସେନ୍ତାରିଟାନେ ପୁର୍ନାଇ । କାଇକେବଇଲେ ଏଟା କାକେ ଲଡାକେ ନ ଦେଏ, ଆରି ଚୁଚାଇସେ ।
କେ ଜଦି ମୁଇ ନିଜେ ଗଟେକ୍ ଦରମ୍ ଲକ୍ ବଲି ବାବ୍ଲାନି, ସେ ଜଦି ତାର୍ ନିଜର୍ ଜିବ୍ ଜାଗର୍ତା କରେ ନାଇ, ସେ ନିଜେ ଆକା ନାଡାଇ ଅଇଲାନି । ତାର୍ ରିତିନିତି କର୍ବାଟା ଚୁଚାଆଇସେ ।
ମାତର୍ ଏ ନିଲ୍ଜାଇ ଲକ୍ମନ୍ ତମେ ବୁଜିନାପାରାସ୍, ଜଦି ଗଟେକ୍ ଲକ୍ ମୁଇ ବିସ୍ବାସ୍ କଲିନି, ବଲି କଇସି ଆରି ନିକ କାମ୍ ନ କରେ, ସେନ୍ତାର୍ଆଲେ ତାର୍ ବିସ୍ବାସ୍ କର୍ବାଟା ଚୁଚାଇସେ ।
ମୁଇ ଜଅନ୍ ସବୁକେ ଜାଗ୍ରତ୍ କରାଇଲିନି, ଆଇବା ଦିନ୍ମନ୍କେ ଗଟ୍ବା ଏ ବଇର୍ ଜେତ୍କି ବାକିଅ ଆଚେ, କେ ଜଦି ଇତି ଆରି କାଇ କାଇଟା ମିସାଇଲେ, ପର୍ମେସର୍ ଏ ବଇଟାନେ ଜନ୍ ମର୍ଡି ବିସଇ ଲେକ୍ଲାଆଚେ, ସେ ତାର୍ ପାଇବା ଡଣ୍ଡ୍ ସଙ୍ଗ୍, ଏ ମର୍ଡି ମିସା ମିସାଇସି ।