35 ସେ ଦାପ୍ରେ ତାର୍ କାନ୍ ଉଗାଡି ଅଇଲା, ଆରି ଜିବର୍ ବନ୍ଦନ୍ ପିଟିଗାଲା, ଆରି ସେ ନିମାନ୍ ସଙ୍ଗ୍ କାତା ଅଇବାର୍ ଦାର୍ଲା ।
କାଣାମନ୍ ଦେକିପାର୍ଲାଇନି, ଚଟାମନ୍ ଇଣ୍ଡ୍ଲାଇନି, ବଡ୍ ରଗିମନ୍ ନିମାନ୍ ଅଇଲାଇନି, ବଇରାମନ୍ ସୁନ୍ଲାଇନି, ମଲା ଲକ୍ମନ୍ ଜିବନ୍ ଅଇଲାଇନି ଆରି ଗରିବ୍ ଲକ୍ମନର୍ ଲଗେ ନିମାନ୍ କବର୍ କେଟ୍ଲାନି ।
ସେଦାପ୍ରେ ସେ ରଗି ଉଟି କଟ୍ ବଇକରି ସବୁ ଲକର୍ ଦେକ୍ତେ ବାରଇ ଗାଲା । ସେବେଲାଇ ସବୁଲକ୍ କାବା ଅଇ ପର୍ମେସରର୍ ମଇମା କରି କରି କଇଲାଇ, “ଆମେ ଏନ୍ତାରିଟା କେବେ ମିସା ଦେକି ନ ରଇଲୁ ।”
ଆରି ସରଗ୍ ବାଟେ ଦେକିକରି ଡେଙ୍ଗ୍ ପୁଣ୍ଡା ଦାରି ବଇରାକେ କଇଲା, “ଇପ୍ପତା !” ବଇଲେ ପୁଟିଅ ।
ଜିସୁ ଲକ୍ମନ୍କେ ଏ ବିସଇ କାକେ ନ କଇବାକେ ଆଦେସ୍ ଦେଲା, ମାତର୍ ସେ ଲକ୍ମନ୍କେ ଜେତେକ୍ ନିଚୁବଇଲେ ମିସା ସେମନ୍ ଆରି ଅଦିକ୍ ଅଦିକ୍ ସେଟା ଜାନାଇଲାଇ ।