23 ଏ ସବୁ କରାପ୍ ବିସଇମନ୍ ବିତ୍ରେଅନି ବାରଇ ଲକ୍କେ ନସାଇଦେଇସି ।”
ଲକର୍ ଟଣ୍ଡେଅନି ଏନ୍ତାରି କାଇ ବିସଇ ନାଇ, ଜନ୍ଟା ତାର୍ ବିତ୍ରେ ପୁରି ତାକେ ଅସୁକଲ୍ କରି ପାରେ, ମାତର୍ ଜନ୍ ଜନ୍ଟା ମୁନୁସ୍ମନର୍ଟାନେଅନି ବାରଇସି ସେ ସବୁ ତାକେ ଅସୁକଲ୍ କର୍ସି ।
ଜିସୁ ସେମନ୍କେ କଇଲା, “ତମେ ମିସା କାଇ ବୁଜାସ୍ ନାଇ ? ଜନ୍ ଜିନିସ୍ ମିସା ବାଇରେ ଅନି ମୁନୁସ୍ମନର୍ ବିତ୍ରେ ପୁର୍ସି, ସେଟା ତାକେ ଆସାର୍ ନ କରେ ।
ଆରି ସେ କଇଲା, “ମୁନୁସର୍ ମନ୍ବିତ୍ରେ ଅନି ଜନ୍ଟା ବାରଇସି, ସେଟାସେ ତାକେ ଆସାର୍ କର୍ସି ।
ବିବା ଅଇ କର୍ବା ବେସିଆ କାମ୍, ବିବା ନଇତେ କର୍ବା ବେସିଆ କାମ୍, ଲବାଇବାଟା, ମିଚ୍ କଇବାଟା, ଅଲ୍ସୁଆ ଅଇବାଟା, ଆଁକାର୍ ଅଇବାଟା, ନିନ୍ଦା କାତା କଇବାଟା, ବଡ୍ପନ୍ ଅଇବାଟା, ବକୁଆ ଅଇବାଟା ।
ତାର୍ପଚେ ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍ ସଅରେ ଗାଲା । ତେଇ ଗଟେକ୍ ଗରେ ପୁର୍ଲା । ଜେନ୍ତି କେ ମିସା ସେଟା ନାଜାନତ୍, ଏଟା ସେ ମନ୍ କର୍ତେ ରଇଲା, ମାତର୍ ସେ ନ ଜାନାଇ ଅଇତେ ରଇନାପାର୍ଲା ।
ଜଦି କେ ମିସା ପର୍ମେସରର୍ ମନ୍ଦିର୍ ନସାଇସି, ତେବେ ପର୍ମେସର୍ ତାକେ ନସାଇସି । କାଇକେବଇଲେ ପର୍ମେସରର୍ ମନ୍ଦିର୍ ସୁକଲ୍ଟା । ତମେମନ୍ ଆକା ସେ ମନ୍ଦିର୍ ।
ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସୁକଲ୍ ରଇବାଇ, ସେନ୍ତାରିସେ ତାକର୍ପାଇ ସବୁ ବିସଇ ସୁକଲ୍ ରଇସି । ମାତର୍ ଜନ୍ ଲକ୍ମନର୍ ବିବେକ୍ ସେମନ୍କେ ଦସି କର୍ସି, ସେମନ୍ କାରାପ୍ ଅଇ ଜିସୁକିରିସ୍ଟକେ ବିସ୍ବାସ୍ ନ କଲେ, ତାକର୍ପାଇ କାଇ ବିସଇ ମିସା ସୁକଲ୍ ନାଇ ।
ସେନ୍ତାରିସେ ଏ ଲକ୍ମନ୍ ନିଜେ ଦର୍ସନ୍ ପାଇକରି ମିସା ପାଦ୍ରା ପାଦ୍ରି କାମ୍ କରି ନିଜର୍ ଗାଗଡ୍ ଅସୁକଲ୍ କଲାଇନି । ମାପ୍ରୁର୍ ଅଦିକାର୍ ସେମନ୍ ଗିନ୍ କରି ସର୍ଗେ ରଇବାଟାମନ୍କେ ନିନ୍ଦା କଲାଇନି ।