19 କାଇକେବଇଲେ ସେଟା ତାର୍ ମନ୍ ବିତ୍ରେ ପୁରେନାଇ, ମାତର୍ ପେଟ୍ ବିତ୍ରେ ପୁରି କରି ବାଇରେ ବାରଇ ଆଇସି ।” ଏନ୍ତାରି କଇଲାକେ ସବୁ କାଦି ସୁକଲ୍ ଆକା ବଲି ଜିସୁ ଜାନାଇଲା ।
ତମେ ଏତ୍କି ବୁଜାସ୍ ନାଇ କି ? ଜନ୍ ଦିନ୍ସୁ ମୁନୁସର୍ ଟଣ୍ଡ୍ବାଟେ ପୁର୍ସି, ସେଟା ପେଟ୍ ବିତ୍ରେ ଜାଇସି ଆରି ଗାଗ୍ଡେଅନି ବାରଇ ଜାଇସି ।
ଜିସୁ ସେମନ୍କେ କଇଲା, “ତମେ ମିସା କାଇ ବୁଜାସ୍ ନାଇ ? ଜନ୍ ଜିନିସ୍ ମିସା ବାଇରେ ଅନି ମୁନୁସ୍ମନର୍ ବିତ୍ରେ ପୁର୍ସି, ସେଟା ତାକେ ଆସାର୍ ନ କରେ ।
ତେବର୍ପାଇ ତମେ ଜନ୍ଟା କଟିକରି ସଙ୍ଗଇ ଆଚାସ୍, ସେଟା ଦୁକିରୁକି ଲକ୍ମନ୍କେ ଦାନ୍କରା, ଆରି ଦେକା, ତମେ ପୁରାପୁରୁନ୍ ପରିଚଲ୍ ଅଇଜାଇସା ।”
ସେ ସବଦ୍ ଆରି କଇଲା “ପର୍ମେସର୍ ଜନ୍ଟା ସୁକଲ୍ କଲାଆଚେ ସେଟା ନିଚ୍ବାର୍ ନାଇ ।”
ସର୍ଗେଅନି ଆରିତରେକ୍ ଏ କଁଟ୍ ଆଇଲା, “ପରମେସର୍ କାଇଟା ଆଲେ କାଇ ଅଇସି ବଲି କଇଲେ ସେଟା ନିଚ୍ବାର୍ ନାଇ ।”
କେତେଲକ୍ କଇବାଇ, ପେଟ୍ ଜଦି କାଦି କାଇବାକେ ମନ୍ କଲାନି ବଇଲେ କାଦି କାଇବାଟା ନିକ, । ମାତର୍ ମୁଇ କଇଲିନି, ପର୍ମେସର୍ ଗଟେକ୍ ଦିନ୍ ଏ ଦୁଇଟାକେ ମିସା କୁରୁପ୍ନାସ୍ କର୍ସି । ଗାଗଡ୍ ବେବିଚାର୍ କାମ୍ କର୍ବାକେ ନାଇ, ମାତର୍ ମାପ୍ରୁର୍ ସେବା କର୍ବାକେ ଲାଗ । ଗାଗଡ୍କେ ଦର୍କାର୍ ଅଇବାଟା ମାପ୍ରୁ ଜାଗାଇସି ।
ତେବର୍ପାଇ ତମର୍ କାଇବା, ପିଇବା, ବିସଇ ଅ କି ତାକର୍ କେତେଟା ପରବ୍ଚନ୍ଦ୍ଟାନେ କି ଉଆଁସ୍ରାତି ବେଲେ କି ବିସ୍ରାମ୍ବାରେ ତମେ ମିସାସ୍ନାଇ, ବଲି କାକେ ବିଚାର୍ କର୍ବାକେ ଦିଆସ୍ନାଇ ।