18 ଜିସୁ ସେମନ୍କେ କଇଲା, “ତମେ ମିସା କାଇ ବୁଜାସ୍ ନାଇ ? ଜନ୍ ଜିନିସ୍ ମିସା ବାଇରେ ଅନି ମୁନୁସ୍ମନର୍ ବିତ୍ରେ ପୁର୍ସି, ସେଟା ତାକେ ଆସାର୍ ନ କରେ ।
ଲକର୍ ଟଣ୍ଡେଅନି ଜାଇଟା ବିତ୍ରେ ଗାଲାନି, ସେଟା ତାକେ ଅସୁକଲ୍ ନ କରେ, ମାତର୍ ଜାଇଟା, ତାର୍ ବିତ୍ରେଅନି ବାରଇଆଇସି, ସେଟା ତାକେ ଅସୁକଲ୍ କର୍ସି ।”
“ମୁଇ ରୁଟିର୍ ବିସଇ ନ କଇତେ ରଇଲି, ତମେ କେନ୍ତି ବୁଜାସ୍ ନାଇ ? ମୁଇ କଇଲିନି, ପାରୁସି ଆରି ସାଦୁକିମନର୍ କମିର୍ ପାରା ସିକିଆ ତେଇଅନି ତରିକ୍ନା ଅଇ ରୁଆ ବଲି ।”
ଜିସୁ ସେମନ୍କେ କଇଲା, “ଏ ଉଦାଅରନର୍ ଅରତ୍ ତମେ ବୁଜାସ୍ ନାଇ କି ? ତେବେ ବିନ୍ ଉଦାଅରନର୍ ଅରତ୍ କେନ୍ତି ବୁଜ୍ସା ?
ଆରି ଜିସୁ ଲକର୍ ମାନ୍ଦା ଚାଡି ଗରେ ପୁର୍ଲାପଚେ ତାର୍ ସିସ୍ମନ୍ ସେ ଉଦାଅରନର୍ ଅରତ୍ କାଇଟା ବଲି ପାଚାର୍ବାର୍ ଦାର୍ଲାଇ ।
କାଇକେବଇଲେ ସେଟା ତାର୍ ମନ୍ ବିତ୍ରେ ପୁରେନାଇ, ମାତର୍ ପେଟ୍ ବିତ୍ରେ ପୁରି କରି ବାଇରେ ବାରଇ ଆଇସି ।” ଏନ୍ତାରି କଇଲାକେ ସବୁ କାଦି ସୁକଲ୍ ଆକା ବଲି ଜିସୁ ଜାନାଇଲା ।
ସେବେଲେ ଜିସୁ ସେମନ୍କେ କଇଲା, “ତମେ କେତେକ୍ ବକୁଆ ଲକ୍ମନ୍, ବବିସତ୍ବକ୍ତାମନ୍ କଇଲା କାତା ବିସ୍ବାସ୍ କର୍ବାକେ କାଇକେ ଜାଗ୍ରତ୍ ଉଆସ୍ ନାଇ ?
ଜିସୁ ତାକେ କଇଲା, “ତୁଇ ଇସ୍ରାଏଲର୍ ଗଟେକ୍ ବଡ୍ ଗୁରୁ ଅଇକରି ମିସା କେନ୍ତି ଏ ସବୁ କାତା ବୁଜି ନାପାର୍ଲୁସ୍ନି ?
ମୁଇ ତମ୍କେ ଆଁଟ୍ କାଦି ନ ଦେଇ କରି ଦୁଦ୍ କାଇବାକେ ଦେଇରଇଲି । କାଇକେବଇଲେ ତମେ ଆଁଟ୍ କାଦି କାଇବାର୍ ନାପାର୍ତେ ରଇଲାସ୍ । ଏବେ ମିସା ନାପାରାସ୍ ।
ଏ ବିସଇ ଆରି ଅଦିକ୍ ତମ୍କେ ଜାନାଇବି ବଲି ମୁଇ ମନ୍ କଲିନି । ମାତର୍ ତମେ ଦାପ୍ରେ ବୁଜି ନାପାରାସ୍କେ ବୁଜାଇବାକେ କସ୍ଟ ଆଚେ ।