10 କାଇକେବଇଲେ ମସା ସିକିଆ ଦେଇଆଚେ, ମା ବାବାକେ ମାନା, ଆରି ଜେ କି ତାର୍ ବାବାକେ କି ମାକେ ସାଇପ୍ ଦେଇସି, ସେ ମରନ୍ ଡଣ୍ଡ୍ ପାଇସି ଆକା ।
ପର୍ମେସର୍ ଆଦେସ୍ ଦେଲାଆଚେ, ମା ବାବାକେ ଆଲାଦ୍କରା । ଆରି କେ ମିସା ନିଜର୍ ବାବା ମାକେ ସାଇପ୍ ଦେଇକରି କାଇବଲି କଇସି ବଇଲେ, ସେ ମରନର୍ ଡଣ୍ଡ୍ ପାଇସି ।
ଆରି ତୁଇ ନିଅମ୍ତା ଜାନିଆଚୁସ୍, ମାର୍ବାର୍ ନାଇ, ପାଦ୍ରାପାଦ୍ରି କାମ୍ କର୍ବାର୍ ନାଇ, ଚର୍ କାମ୍ କର୍ବାର୍ ନାଇ, ମିଚ୍ ସାକି ଦେବାର୍ ନାଇ, ଆୟା ବାବାକେ ସନ୍ମାନ୍ ଦିଆସ୍ ।” ବଲି କଇଲା ।