55 ଆରି ସେମନ୍ ଜିସୁ ଆଇଲା କବର୍ ସୁନାଇବାକେ ସବୁ ଗାଏଁ ପାଲାଇଲାଇ । ସେ ଜନ୍ ଜନ୍ ଜାଗାଇ ଆଚେ ବଲି ସୁନ୍ଲାଇ, ସେ ଜାଗାଇ ଜରର୍ ଲକ୍ମନ୍କେ କଟ୍ ମିସ୍ତେ ବଇ ଆନ୍ବାର୍ ଦାର୍ଲାଇ ।
ସିରିଆ ଦେସର୍ ଗୁଲାଇବାଟେ ତାର୍ ନାଉଁ ଜାନ୍ଲାଇ ଆରି ଲକ୍ମନ୍ ଡୁମା ଦାରିରଇବା, ମୁର୍ଚା ଅଇରଇବା, ଚେରେଙ୍ଗ୍ ଦାରି ରଇବା ଆରି ବିଆଦି ଦାରିରଇଲା ଲକ୍ମନ୍କେ ତାର୍ଲଗେ ଆନ୍ଲାଇ । ସେ ସବୁକେ ନିକ କଲା ।
ଆରି, ଡଙ୍ଗାଇ ଅନି ଉତର୍ଲା ଦାପ୍ରେ, ଲକ୍ମନ୍ ଜିସୁକେ ଚିନ୍ଲାଇ ।
ଆରି ସେ ଜେତେକ୍ ଜେତେକ୍ ଗାଉଁ, ସଅର୍ ଆରି ପୁଟ୍ ମନ୍କେ କେଟ୍ଲା, ଲକ୍ମନ୍ ସେ ସବୁ ଜାଗାଇ ଆଟ୍ ବଜାର୍ମନ୍କେ ରଗିମନ୍କେ ସଙ୍ଗଇଦେଇ, ସେମନ୍ ତାର୍ ଲୁଗା ଅଁଟିଟାନେ ଚିଇବୁ ବଲି ଜୁଆର୍ବିଆର୍ କଲାଇ । ଜେତେକ୍ ଲକ୍ ତାକେ ଚିଇଲାଇ, ସବୁଲକ୍ ନିକ ଅଇଲାଇ ।
ପେରିତ୍ ସିସ୍ମନର୍ କାମ୍ ଅଦିକ୍ ବଡି ବଡି ଗାଲା । ଏନ୍ତିକି ପିତର୍ ଇଣ୍ଡିଗାଲାବେଲେ ତାର୍ ଚାଇଆଲେ ଅଲପ୍ ପଡବଲି ଲକ୍ମନ୍ ରଗିମନ୍କେ ବଇଆନି ବାଟ୍ପାଲି କଟେ ଆରି ଟାଟିମନ୍ ଅଚାଇକରି ସୁଆଇ ଦେଇତେ ରଇଲାଇ ।