54 ଆରି, ଡଙ୍ଗାଇ ଅନି ଉତର୍ଲା ଦାପ୍ରେ, ଲକ୍ମନ୍ ଜିସୁକେ ଚିନ୍ଲାଇ ।
ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ ଲଙ୍ଗି ଗିନେସରତ୍ ବାଟେ ଜାଇକରି କେଟ୍ଲାଇ ଆରି ଗାଡ୍ପାଲି ଡଙ୍ଗା ବାନ୍ଦ୍ଲାଇ ।
ଆରି ସେମନ୍ ଜିସୁ ଆଇଲା କବର୍ ସୁନାଇବାକେ ସବୁ ଗାଏଁ ପାଲାଇଲାଇ । ସେ ଜନ୍ ଜନ୍ ଜାଗାଇ ଆଚେ ବଲି ସୁନ୍ଲାଇ, ସେ ଜାଗାଇ ଜରର୍ ଲକ୍ମନ୍କେ କଟ୍ ମିସ୍ତେ ବଇ ଆନ୍ବାର୍ ଦାର୍ଲାଇ ।
ଏ ଗଟ୍ନା ପଚେ ସେ ଜାଗାର୍ ଜେତ୍କି ରଗିମନ୍ ସବୁ ପାଉଲର୍ ଲଗେ ଆସି ନିମାନ୍ ଅଇଲାଇ ।
ମୁଇ କିରିସ୍ଟକେ ଜାନ୍ବି ବଲି ମନ୍ କଲିନି । ଆରି ପର୍ମେସର୍ ତାକେ ଜନ୍ ବପୁସଙ୍ଗ୍ ମଲାତେଇଅନି ଉଟାଇଲା, ସେ ବପୁ ମୁଇ ମର୍ ଜିବନେ ମିଲାଇବି ବଲି ଆସା କଲିନି । ସେ ଜେନ୍ତାରି ମର୍ପାଇ ଦୁକ୍ କସ୍ଟ ପାଇଲା, ସେନ୍ତାରିସେ ମୁଇମିସା ତାର୍ପାଇ ଦୁକ୍ କସ୍ଟ ପାଇବି ଆରି ତାର୍ ମରନେ ମିସ୍ବି ।