4 ତେଇ ଜିସୁ ସେମନ୍କେ କଇଲା, “ନିଜର୍ ନଅରର୍ କୁଟୁମର୍ ଲକ୍ମନ୍କେ ଆରି ନିଜର୍ ଗରର୍ ଲକ୍କେ ଚାଡି ବାକି ସବୁ ଜାଗାଇ ବାବବାଦିମନ୍କେ ସନ୍ମାନ୍ ମିଲ୍ସି ।”
ଏନ୍ତାରି କଇ, ସେମନ୍ ଜିସୁକେ ନାମତ୍ ନାଇ । ଜିସୁ ସେମନ୍କେ କଇଲା “ଗଟେକ୍ ବବିସତ୍ବକ୍ତା ନିଜର୍ ଗରେ ଆରି ଗାଏଁ ଚାଡିଦେଲେ, ସବୁଟାନେ ବଲ୍ ବଲାଇଅଇସି ।”
ଜିସୁ ସେ ଜାଗା ଚାଡି, ସାନ୍ବେଲେ ଅନି ବଡିଆଇଲା ନଅରେ ଆଇଲା, ଆରି ତାର୍ ସିସ୍ମନ୍ ମିସା ତାର୍ ସଙ୍ଗ୍ ଗାଲାଇ ।
“ମାତର୍ ମୁଇ ତମ୍କେ ସତ୍ କଇଲିନି, ବବିସତ୍ବକ୍ତା ଅଇରଇବା କାକେମିସା ନିଜର୍ ଗାଏଁ ନ ନାମତ୍ ।”
ଆରି ଗଟେକ୍ ବବିସତ୍ବକ୍ତା ନିଜର୍ ଦେସେ ସନ୍ମାନ୍ ନ ପାଏ ବଲି ଜିସୁ ଆଗ୍ତୁସେ ତାର୍ ସିସ୍ମନ୍କେ କଇରଇଲା ।