34 ଜିସୁ ଡଙ୍ଗାଇଅନି ବାରଇ, ବେସି ଲକ୍ମନ୍କେ ଦେକି ତାର୍ ଜିବନ୍ ଦୁକାଇ ଦୟାକଲା । କାଇକେବଇଲେ ସେମନ୍ ଗଉଡ୍ ନ ରଇଲା ମେଣ୍ଡାରାସି ପାରା ରଇଲାଇ ଆରି ସେ ସେମନ୍କେ କେତେକ୍ ବିସଇ ସିକିଆ ଦେବାର୍ଦାର୍ଲା ।
ଜେଡେବେଲେ ଜିସୁ ଡଙ୍ଗାଇଅନି ଉତ୍ରି ଏତେକ୍ମାଣ୍ଡ୍ ଲକ୍ମନ୍କେ ଦେକ୍ଲା, ସେ ଦୟା କଲା । ତେଇ ଜେତ୍କି ରଗିମନ୍ ରଇଲାଇ, ସବୁକେ ନିକ କଲା ।
ଜିସୁ ସିସ୍ମନ୍କେ ଡାକି କଇଲା, “ଏ ଲକ୍ମନ୍କେ ଦେକି ମକେ ଦୁକ୍ ଲାଗ୍ଲାନି, କାଇକେ ବଇଲେ ସେମନ୍ ମର୍ ସଙ୍ଗ୍ ତିନ୍ ଦିନ୍ ଅଇଲାନି ଆଚତ୍ ଆରି ସେମନର୍ ଲଗେ କାଇଟା ମିସା ନାଇ । ସେମନ୍ ନ କାଇ ଇତିଅନି ଉଟିଜାଅତ୍, ଏଟା ମୁଇ ମନ୍ କରି ନାଇ; କାଇକେ ବଇଲେ ବାଉଡିଗାଲାବେଲେ ବାଟେ ସେମନ୍ ତାକି ଜାଇ ଅଦର୍ ପଡ୍ ଅଇଜିବାଇ ।”
ଆରି ତେଇ ରଇଲା ଜବର୍ ଲକ୍ମନ୍କେ ଦେକିକରି ସେ ଦୟା କଲା । କାଇକେ ବଇଲେ ସେମନ୍ ବେସି ତାକିଜାଇରଇଲା ଆରି ସାଇଜ ପାଇବାକେ କନ୍ ବାଟେ ଜିବାର୍ ଆଚେ, ଜାନିନାପାର୍ତେ ରଇଲାଇ । ସେମନ୍ ଗଉଡ୍ ନଇଲା ମେଣ୍ଡାରାସି ପାରା ଅଇଜାଇରଇଲାଇ ।
ମାତର୍ ସେମନ୍ ବାରଇ ଜିବାଟା ବେସିଲକ୍ ଦେକି ଚିନ୍ଲାଇ, ଆରି ସବୁ ନଅରେ ଅନି ଲକ୍ମନ୍ ପାଲାଇ ପାଲାଇ ଜାଇ ସେମନର୍ ଆଗ୍ତୁ କେଟ୍ଲାଇ ।
ଏତ୍କି ବିତ୍ରେ ବେଲ୍ ବସି ଆଇବାକେ ସିସ୍ମନ୍ ଆସି ଜିସୁକେ କଇଲାଇ, “ଏ ଜାଗା ତା ଚିମ୍ରା ଜାଗା ଆରି ବେଲ୍ ମିସା ବସିଆଇଲାନି,
ସେବେଲେ ଆରି ତରେକ୍ ବେସି ଲକ୍ମନ୍ ମିସ୍ଲାଇ, ଆରି ସେମନର୍ ଲଗେ କାଇବା ପିଇବାକେ କାଇଟା ନ ରଇଲାଜେ ଜିସୁ ସିସ୍ମନ୍କେ ଲଗେଡାକି କଇଲା,
“ଏ ଲକ୍ମନ୍କେ ଦେକି ମକେ ଦୁକ୍ ଲାଗ୍ଲାନି, କାଇକେବଇଲେ ଏମନ୍ ତିନ୍ଦିନ୍ ଅଇଲାନି ମର୍ ସଙ୍ଗ୍ ଆଚତ୍ ଆରି ଏମନର୍ ଲଗେ କାଇବାକେ କାଇଟା ମିସା ନାଇ ।
ମାତର୍ ଲକ୍ମନ୍ ସେଟା ଜାନିକରି ତାକର୍ ପଚେ ପଚେ ଗାଲାଇ । ଜିସୁ ସେମନ୍କେ ମିସା ଆଲାଦ୍କରି ଡାକି ପର୍ମେସରର୍ ରାଇଜର୍ ବିସଇ କଇବାର୍ ଦାର୍ଲା । ଆରି ଜନ୍ ଲକ୍ମନ୍ ନିକ ଅଇବାର୍ ରଇଲା, ସେମନ୍କେ ନିକକଲା ।
ତେବର୍ ପାଇ ସେଟା ଦର୍କାର୍ ରଇଲା ଜେ ଆମେ ଜନ୍ଲକ୍ମନ୍କି ତାର୍ ବାଇବଇନି ଅଇଲୁଆଚୁ, ସେ ସମାନ୍ ଆମର୍ ପାରା ଅଇରଇବାକେ । ସେନ୍ତାର୍ ଆଲେ ସେ ଆମର୍ ପର୍ମେସର୍ ଟାନେ ରଇବା ସତ୍ସଙ୍ଗ୍ ଆରି ଦୟାସଙ୍ଗ୍ ରଇବା ବଡ୍ ପୁଜାରି । ସେ ଆମର୍ ବଡ୍ ପୁଜାରି ଅଇଲାକେ ଆମର୍ ପାପର୍ କେମା ଅଇଲା ।
ସେ ଆମର୍ ବାଦୁଲେ ବଡ୍ ପୁଜାରିଅଇ ପର୍ମେସରର୍ ମୁଆଟେ ଗାଲାଆଚେ । ଆରି ଜେତ୍କି ରକାମ୍ ପରିକା, ଜେତେକ୍ କସ୍ଟ ଆମେ ପାଇଲୁନି, ସେଟା ଆମର୍ ବଡ୍ ପୁଜାରି ସବୁବେଲେ ଆମର୍ ସଙ୍ଗ୍ ମିସିକରି କଲାନି । କାଇକେବଇଲେ ଜେତ୍କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍ ସେ କେଡେବେଲେ ମିସା ପାପ୍ କରେ ନାଇ ।