32 ତେବେ ଜିସୁ ଆରି ତାର୍ ସିସ୍ମନ୍ ବାରଇ ବେଗ୍ଲି ଜାଇ ଡଙ୍ଗାଇ ବସି ଗଟେକ୍ କିନରା ଜାଗାଇ ଗାଲାଇ ।
ସେଡ୍କିବେଲେ ଚିପାଟେଲା ରଇଲାକେ, ଲକ୍ମନ୍ ଜେନ୍ତିକି ଉପ୍ରେ ଡାବି ନ ଅଅତ୍, ତେବର୍ ପାଇ ଜିସୁ ସିସ୍ମନ୍କେ ତାର୍ପାଇ ଗଟେକ୍ ସାନ୍ଟା ଡଙ୍ଗା ଆନି ଜାଗାଇବାକେ ତିଆର୍ଲା ।
ସେଡ୍କିବେଲେ ସେମନ୍ ଲକ୍ ଗଅଲି ଚାଡିକରି, ଜିସୁ ବସି ରଇଲା, ଗଟେକ୍ ଡଙ୍ଗାଇ ଜାଇ ବସ୍ଲାଇ । ଆରି ବିନ୍ ବିନ୍ ଡଙ୍ଗା ମିସା ତାକର୍ ସଙ୍ଗ୍ ରଇଲା ।
ମାତର୍ ସେମନ୍ ବାରଇ ଜିବାଟା ବେସିଲକ୍ ଦେକି ଚିନ୍ଲାଇ, ଆରି ସବୁ ନଅରେ ଅନି ଲକ୍ମନ୍ ପାଲାଇ ପାଲାଇ ଜାଇ ସେମନର୍ ଆଗ୍ତୁ କେଟ୍ଲାଇ ।
ସେଦାପ୍ରେ ଜିସୁ ନିଜର୍ ସିସ୍ମନ୍କେ ଡଙ୍ଗାଇ ବସି ଗାଡ୍ ସେପାଟର୍ ବେତ୍ସାଇଦାଇ ତାର୍ ଆଗ୍ତୁ ଜିବାକେ କଇଲା, ଆରି ତେଇ ରଇଲା ଲକ୍ମନ୍କେ ନିଜର୍ ନିଜର୍ ଗର୍ମନ୍କେ ପାଟାଇ ଦେଲା ।
ଆରି, ସେ ସେମନର୍ ଲଗେ ଜାଇ ଡଙ୍ଗାଇ ଚଗ୍ଲା, ଆରି ପବନ୍ ବନ୍ଦ୍ ଅଇଲା । ତେଇ ସେମନ୍ ମନେ ମନେ କାବା ଅଇଗାଲାଇ,
ତାର୍ ପଚେ ଜିସୁ ଗାଲିଲି ଗାଡ୍ ସେପାଟେ ସେ ଗାଡ୍କେ ତିବିରିଆ ଗାଡ୍ ବଲି ମିସା କଇବାଇ, ସେ ଜାଗାଇ ଗାଲା ।