ମାର୍କ 6:31 - ସତିଅର୍ ବାଟ୍ ନୁଆ ନିୟମ୍ 202031 ସେଡ୍କି ବେଲେ ଜିସୁ ସେମନ୍କେ କଇଲା, “ତମେମନ୍ ମର୍ସଙ୍ଗ୍ ଆସା ଆମେ ଗଟେକ୍ କିନରା ଜାଗାଇ ଜାଇ ଚନେକ୍ ବିସ୍ରାମ୍ କରୁ ।” କାଇକେବଇଲେ କେତେକ୍ କେତେକ୍ ଲକ୍ ଆସ୍ ଜା ଅଇତେରଇଲାଇଜେ ସେମନ୍କେ କାଇବାକେ ମିସା ସୁଜଗ୍ ନ ମିଲ୍ତେ ରଇଲା । အခန်းကိုကြည့်ပါ။ |