ମାର୍କ 6:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ବିସ୍ରାମ୍ବାର୍ ଆଇଲାକେ, ସେ ଜିଉଦିମନର୍ ପାର୍ତନା ଗରେ ସିକିଆ ଦେବାର୍ ଦାର୍ଲା, ଆରି କେତେ କେତେ ଲକ୍ ତାର୍ କାତା ସୁନି କାବା ଅଇ କଇଲାଇ, “ଏ ଲକ୍ ଏ ସବୁଜାକ କନ୍ତି ଅନି ସିକ୍ଲା ? ଆରି, ଆକେ ଏନ୍ତାରି ଗିଆନ୍ କେ ଦେଲା ? ଆରି କେବେ ନ ଅଇବା କାମର୍ ବପୁ କନ୍ତିଅନି ପାଇଲା ? အခန်းကိုကြည့်ပါ။ |