ମାର୍କ 6:14 - ସତିଅର୍ ବାଟ୍ ନୁଆ ନିୟମ୍ 202014 ଜିସୁର୍ ନାଉଁ ସବୁବାଟେ ଉଡ୍ରା ଅଇଗାଲାକେ, ଏରଦ୍ ରାଜା ଜିସୁର୍ ବିସଇ ସୁନ୍ଲା, ଆରି ଲକ୍ମନ୍ କଇତେରଇଲାଇ, ଡୁବନ୍ ଦେଉ ଜଅନ୍ ମରିକରି ଉଟି ଆଚେ, ତେବର୍ପାଇ ଏ ସବୁ ନ ଅଇବା କାମର୍ ସକ୍ତି ତାର୍ଟାନେ କାମ୍ କଲାନି । အခန်းကိုကြည့်ပါ။ |