13 କେତେକ୍ କେତେକ୍ ଲକ୍ମନର୍ ଟାନେଅନି ଡୁମା ଚାଡାଇଲାଇ, ଆରି କେତେକ୍ ରଗି ଲକ୍ମନ୍କେ ଚିକନ୍ ଲାଗାଇ ନିମାନ୍ କଲାଇ ।
ସିରିଆ ଦେସର୍ ଗୁଲାଇବାଟେ ତାର୍ ନାଉଁ ଜାନ୍ଲାଇ ଆରି ଲକ୍ମନ୍ ଡୁମା ଦାରିରଇବା, ମୁର୍ଚା ଅଇରଇବା, ଚେରେଙ୍ଗ୍ ଦାରି ରଇବା ଆରି ବିଆଦି ଦାରିରଇଲା ଲକ୍ମନ୍କେ ତାର୍ଲଗେ ଆନ୍ଲାଇ । ସେ ସବୁକେ ନିକ କଲା ।
ପଚେ ସେ ଚାରିବେଡ୍ତିର୍ ଗାଉଁ ମନ୍ ବୁଲି ବୁଲି ସିକିଆ ଦେବାର୍ ଦାର୍ଲା । ଏତ୍କି ବିତ୍ରେ ସେ ବାରଟା ସିସ୍ମନ୍କେ ଲଗେ ଡାକି, ଦୁଇ ଦୁଇ ଲକ୍କେ ପାଟାଇବାର୍ ଆରାମ୍ କଲା, ସେମନ୍କେ ଡୁମାମନ୍କେ ଚାଡାଇବାକେ ଅଦିକାର୍ ଦେଲା ।
ତାର୍ପଚେ ସେ ସତୁରି ଲକ୍ ବାଉଡି ଆଇଲାଇ ଆରି ସାର୍ଦାଅଇକରି କଇଲାଇ, “ମାପ୍ରୁ, ତମର୍ ନାଉଁ ଦାରି ଆଦେସ୍ ଦେଲେ ଡୁମାମନ୍ମିସା ଆମର୍ କାତା ମାନ୍ଲାଇନି ।”