ମାର୍କ 6:11 - ସତିଅର୍ ବାଟ୍ ନୁଆ ନିୟମ୍ 202011 ଜଦି କନ୍ ନଅରର୍ ଲକ୍ମନ୍ ତମ୍କେ ନ ନାମତ୍, ଆରି ତମର୍ କାତା ନ ସୁନତ୍, ସେ ଜାଗାଇ ଅନି ଆଇବା ବେଲେ ସେମନର୍ ବିରଦେ ସାକି ଇସାବେ, ତମର୍ ପାଦର୍ ଦୁଲି ପାପ୍ଡିଦିଆସ୍ । ଏଟାର୍ଲାଗି ସେ ନଅରର୍ ଲକ୍ମନ୍ ଜାନ୍ବାଇ ଜେ, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।” အခန်းကိုကြည့်ပါ။ |
ସଦମ୍ ଗମ୍ରା ଆରି ତାର୍ ଚାରିବେଟ୍ତି ରଇବା ନଅର୍ମନର୍ ବିସଇ ଏତାଇଦେକା । ନ ଲିବ୍ବା ଜଇଟାନେ ଡଣ୍ଡ୍ ଇସାବେ ସେମନ୍ ଜେତ୍କି ଦୁକ୍ କସ୍ଟ ପାଇଲାଇ, ସେଟା ସବୁଲକର୍ପାଇ ଗଟେକ୍ ଜାଗ୍ରତ୍ ଅଇରଇବା ବିସଇ । ସେମନ୍ ଅବ୍କା ପାଦ୍ରା ପାଦ୍ରି କାମ୍ସେ କରତ୍ନାଇ ମାତର୍ ମନସ୍ ମନସ୍ ବିତ୍ରେ ମାଇଜି ମାଇଜି ବିତ୍ରେ ବେସିଆ କାମ୍ କର୍ତେ ରଇଲାଇ ।