1 ଜିସୁ ସେ ଜାଗା ଚାଡି, ସାନ୍ବେଲେ ଅନି ବଡିଆଇଲା ନଅରେ ଆଇଲା, ଆରି ତାର୍ ସିସ୍ମନ୍ ମିସା ତାର୍ ସଙ୍ଗ୍ ଗାଲାଇ ।
ଚାସି ସେ ଜମିଟାନେ ବିଅନ୍ ବୁନ୍ବା ବେଲେ କେତେଟା ମୁଞ୍ଜି ମଜା ବାଟେ ଅଦର୍ଲାଜେ ସେଟା ଚଡଇମନ୍ ଆସି କାଇଦେଲାଇ ।
ମାତର୍ ଆରିଗଟେକ୍ ବିନ୍ ସପନ୍ ଇସାବେ ଗାଲିଲି ଦେସେ ଜାଇକରି ନାଜରିତ୍ ନାଉଁର୍ ଗଡେ ବାସା ଅଇ ରଇଲା । ଜେନ୍ତାର୍ କି ବବିସତ୍ବକ୍ତା କଇଲା ଏ ବାକିଅ ସିଦ୍ ଅଇଲା । ସେ ଏନ୍ତି ବଲି କଇରଇଲା, “ସେ ନାଜରିତିୟା ବଲି ଡାକ୍ପୁଟା ଅଇସି ।”
ତେଇ ଜିସୁ ସେମନ୍କେ କଇଲା, “ନିଜର୍ ନଅରର୍ କୁଟୁମର୍ ଲକ୍ମନ୍କେ ଆରି ନିଜର୍ ଗରର୍ ଲକ୍କେ ଚାଡି ବାକି ସବୁ ଜାଗାଇ ବାବବାଦିମନ୍କେ ସନ୍ମାନ୍ ମିଲ୍ସି ।”