39 ମାତର୍ ବିତ୍ରେ ଜାଇ ଲକ୍ମନ୍କେ କଇଲା, “କାଇକେ ଆଉଲି ଅଇ କାନ୍ଦ୍ଲାସ୍ନି ? ଏ ନୁନି ମରେ ନାଇ, ଅବ୍କା ସଇଦେଇଆଚେ ।” ସେଡ୍କି ବେଲେ ସେମନ୍ ଜିସୁକେ ଲାଜ୍ କରାଇ କଇବାର୍ ଦାର୍ଲାଇ ।
ଜିସୁ କଇଲା, “ସବୁ ଲକ୍ ଇତିଅନି ବାରଇଜା । ଏ ଟକିତା ମରେନାଇ, ସଇଆଚେ ।” ତାର୍ କାତା ସୁନି ତେଇ ରଇଲା ଲକ୍ମନ୍ ତାକେ କିଜାଇବାର୍ ଦାର୍ଲାଇ ।
ସେମନ୍ ପାର୍ତନା ଚାଲାଉର୍ ଗରେ ଆଇଲା ଦାପ୍ରେ, ଜିସୁ, ଆଉଲି ଅଇବାଟା ଆରି ବେସି ମାର୍ଚପ୍ ଅଇ କାନ୍ଦ୍ବାଟା ଦେକ୍ଲା ।
ମାତର୍ ସେ ସବୁକେ ବାର୍କରି ଟକିର୍ ଆୟାବାବାକେ ଆରି ନିଜର୍ ସିସ୍ମନର୍ ସଙ୍ଗ୍, ତାକେ ଜନ୍ ଲଗେ ଡୁଲାଇ ରଇଲାଇ, ସେ ଜାଗାଇ ଗାଲା ।
ମାତର୍ ପାଉଲ୍ ତଲ୍କେ ଉତ୍ରି ଆସି ତାକେ ପାଟାଲି, ଦାରି କଇଲା, “ଡରା ନାଇ । ତାକେ ଜିବନ୍ ଆଚେ ।”
ସେଟାର୍ପାଇ ତମର୍ ବିତ୍ରେ ବେସି ଲକ୍ ଦୁର୍ବଲ୍ ଆଚାସ୍ ଆରି ବିନ୍ ବିନ୍ ଜର୍ ଦାରାଇ ଅଇଆଚାସ୍ ଆରି ମଲାସ୍ନି ମିସା ।
ସେ ଆମର୍ ଲାଗି ତାର୍ ଜିବନ୍ ଦେଲା । ଜେନ୍ତିକି ଆମେ ଜାଗ୍ରତ୍ ଅଇକରି ରଇଲେ କି ସଇକରି ରଇଲେ ମିସା ତାର୍ ସଙ୍ଗ୍ ଜିଇକରି ରଇବାର୍ ଅଇସି ।