32 ମାତର୍ ଜେ ଏଟା କରିରଇଲା, ତାକେ ଦେକ୍ବାକେ ସେ ଚାରିବେଡ୍ତି ଆଁକି ବୁଲାଇବାର୍ ଦାର୍ଲା ।
ଜିସୁ ଚାରିବେଡ୍ତି ଦେକିକରି ସିସ୍ମନ୍କେ କଇଲା, “ସାଉକାର୍ ଲକ୍ମନ୍ ପର୍ମେସରର୍ ରାଇଜେ ଜିବାଟା ବେସି କସ୍ଟ ଆଚେ ।”
ତାର୍ ସିସ୍ମନ୍ ତାକେ କଇଲାଇ, “ତମେତା ଦେକ୍ଲାସ୍ନି, ଲକ୍ମନ୍ ତମର୍ ଉପ୍ରେ ଡାବା ଡାବି ଅଇଗାଲାଇନି ଆରି ତମେ କେନ୍ତି କଇଲାସ୍ନି, କେ ମକେ ଚିଇଲା ବଲି ?”
ସେଡ୍କି ବେଲେ ସେ ମାଇଜିଟକି ତାକେ ଜନ୍ ଜନ୍ଟା ଗଟିଆଚେ, ସେଟା ଜାନି, ଡରିକରି ତର୍ତରି ତର୍ତରି ଆସି ଜିସୁର୍ ଗଡ୍ତଲେ ଅଦ୍ରି ସବୁ ସତ୍କାତା କଇଲା ।