29 ସେ ଦାପ୍ରେ ତାର୍ ବନି ଜିବାଟା ବନ୍ଦ୍ଅଇଗାଲା, ସେଟା ସେ ନିଜେ ଜାନି ପାର୍ଲା ।
ତେଇ ଗଟେକ୍ ମାଇଜି ଜିସୁର୍ ପଚ୍ବାଟେ ଆଇଲା । ତାକେ ବାର ବରସ୍ ଜାକ ବନି ଜାଇତେ ରଇବା ରଗ୍ ଅଇରଇଲା । ସେ ମାଇଜି ପଚେ ଜାଇ ଜିସୁର୍ ଲୁଗା ଚିଇଲା ।
କାଇକେବଇଲେ ସେ ବେସି ଲକ୍ମନ୍କେ ନିମାନ୍ କଲାଜେ ଜର୍ଦୁକା ଅଇରଇବା ଲକ୍ମନ୍ ତାକେ ଚିଉଁ ବଲି ଉପ୍ରେ ଡାବିଅଇ ଜାଇତେରଇଲାଇ ।
“କେନ୍ତି ମିସା ମୁଇ ତାର୍ ଲୁଗାଜାଲି ଅଲପ୍ ଚିଇଲେ ନିମାନ୍ ଅଇବି ।”
ଜିସୁ ତାକେ କଇଲା, “ନୁନି, ମର୍ଟାନେ ବିସ୍ବାସ୍ କଲାକେ ତୁଇ ନିମାନ୍ ଅଇ ଆଚୁସ୍, ସାନ୍ତିଅଇ ଜା ଆରି ତର୍ ରଗେଅନି ନିମାନ୍ ଅଇ ର ।”
ସେବେଲେ ଜିସୁ ଜର୍ ଦୁକା, ଆରି ଡୁମା ଦାର୍ଲା ଲକ୍ମନ୍କେ ନିକ କଲା । ଆରି କେତେଟା କାଣାମନ୍କେ ମିସା ଆଁକି ଡିସାଇଲା ।