ମାର୍କ 5:23 - ସତିଅର୍ ବାଟ୍ ନୁଆ ନିୟମ୍ 202023 ଆରି ବେସି ବାବୁଜିଆ କରି କଇଲା, “ମର୍ ଟକି ମର୍ବା ଉପ୍ରେ ଆଚେ, ସେ ଜେନ୍ତି ନିକ ଅଇ ବଁଚ୍ସି, ତେବର୍ ପାଇ ତମେ ଆସି ତାର୍ ଉପ୍ରେ ଆତ୍ ସଙ୍ଗଇଦିଆସ୍ ।” အခန်းကိုကြည့်ပါ။ |
ଅନନିୟ ଗାଲା ଆରି ସାଉଲ୍ ରଇବା ଗରେ କେଟ୍ଲା । ସାଉଲ୍କେ ବେଟ୍ଅଇ ତାର୍ ଉପ୍ରେ ଆତ୍ ସଙ୍ଗଇ ତାକେ କଇଲା, “ଏ ବାଇ ସାଉଲ୍, ଇତି ତର୍ଟାନେ ଆଇବାକେ ମାପ୍ରୁ ଜିସୁ ମକେ ପାଟାଇଆଚେ । ତୁଇ ଇତି ଆଇବା ବାଟେ ସେସେ ତକେ ଦେକାଇଅଇଲା । ତୁଇ ଜେନ୍ତିକି ଆରି ତରେକ୍ ଦେକି ପାରୁସ୍ ଆରି ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇପାରୁସ୍ । ସେଟାର୍ପାଇ ପର୍ମେସର୍ ମକେ ପାଟାଇଆଚେ ।”