20 ତେଇଅନି ସେ ଲକ୍ ଜାଇକରି, ଜିସୁ ତାର୍ପାଇ ଜନ୍ ବଡ୍ କାମ୍ କରିରଇଲା, ସେ ସବୁ ଦେକାପଲି ନଅରେ, ଗାଉଁମନ୍କେ କଇବୁଲ୍ଲା । ତେଇ ସବୁଲକ୍ କାବା ଅଇଗାଲାଇ ।
ଆନି ରଇବା ସବୁ ଲକ୍ମନ୍କେ ଜିସୁ ନିକ କଲା । ଗାଲିଲି ଅନି ଆରି ଦସ୍ଟା ସଅରେଅନି, ଆରି ଜିରୁସାଲାମ୍, ଜିଉଦା ଆରି ଜର୍ଦନ୍ ସେବାଟେ ରଇଲା ଜାଗାମନର୍ତେଇଅନି ବେସି ଲକ୍ମନ୍ ଜିସୁର୍ ସଙ୍ଗ୍ ଗାଲାଇ ।
ଜିସୁ ଏଟା ସୁନି କାବା ଅଇଗାଲା, ଆରି ତାର୍ ସଙ୍ଗ୍ ଆଇବା ଲକ୍ମନ୍କେ କଇଲା, “ମୁଇ ସତ୍ କଇଲିନି, ଇସ୍ରାଏଲ୍ ବିତ୍ରେ କନ୍ ଲକର୍ଟାନେ ମିସା ଏ ଲକର୍ ପାରା ବିସ୍ବାସ୍ ମୁଇ ଦେକିନାଇ ।
ଜିସୁ ଆରିତରେକ୍ ସର ସନ୍ଦିଅନି ଜାଇ ସିଦନ୍ ଦେଇ ଦେକାପଲି ଦସ୍ଟା ସଅରେ ଉତ୍ରି ଗାଲିଲି ସମ୍ଦୁରେ ଗାଲା ।