35 ସେଦିନେ ସଞ୍ଜ୍ ଅଇଲାକେ ଜିସୁ ସେମନ୍କେ କଇଲା, “ଆସା, ଗାଡ୍ ସେପାଟେ ଜୁ ।”
ତାର୍ପଚେ ଜିସୁ ସିସ୍ମନ୍କେ ଡଙ୍ଗାଇ ବସାଇ ଗାଡ୍ ସେପାଟେ ଜିବାକେ କଇଲା । ସେ ନିଜେ ପଚେ ରଇଜାଇକରି ଲକ୍ମନ୍କେ ପାଟାଇତେ ରଇଲା ।
ଜିସୁ ତାର୍ ଚାରିବେଟ୍ତି ରଇଲା ବେସି ଲକ୍ମନ୍କେ ଦେକିକରି ତାର୍ ସିସ୍ମନ୍କେ ଗାଡ୍ ସେପାଟ୍ ଜିବାକେ କଇଲା ।
ଜିସୁ ଡଙ୍ଗା ଲଙ୍ଗି ଜାଇ ଆରିତରେକ୍ ବାଉଡି ଆଇଲାଦାପ୍ରେ, ଜବର୍ଲକ୍ ତାର୍ ଲଗେ ରୁଣ୍ଡ୍ଲାଇ, ଆରି ସେ ସମ୍ଦୁର୍ କଣ୍ଡି ରଇଲା ।
ସେଦାପ୍ରେ ଜିସୁ ନିଜର୍ ସିସ୍ମନ୍କେ ଡଙ୍ଗାଇ ବସି ଗାଡ୍ ସେପାଟର୍ ବେତ୍ସାଇଦାଇ ତାର୍ ଆଗ୍ତୁ ଜିବାକେ କଇଲା, ଆରି ତେଇ ରଇଲା ଲକ୍ମନ୍କେ ନିଜର୍ ନିଜର୍ ଗର୍ମନ୍କେ ପାଟାଇ ଦେଲା ।
ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ସେମନ୍କେ ତେଇ ଚାଡି ଡଙ୍ଗାଇ ଚଗି ଆରି ତରେକ୍ ଗାଡ୍ ସେପାଟେ ଗାଲା ।
ଦିନେକ୍ ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଡଙ୍ଗାଇ ଚଗ୍ଲାଇ, ଆରି ସେ ସିସ୍ମନ୍କେ କଇଲା, “ଆସା, ଗାଡ୍ ସେପାଟେ ଜୁ ।” ତେଇ ସେମନ୍ ଡଙ୍ଗା ମେଲ୍ଲାଇ ।
ସେ ସିସ୍ମନ୍କେ କଇଲା, “ତମର୍ ବିସ୍ବାସ୍ କେନେ ଅଇଲା ?” ମାତର୍ ସେମନ୍ ଡରିକରି କାବାଅଇ ନିଜେ ନିଜେ କଇବାର୍ ଦାର୍ଲାଇ । “ତେବେ ଏ କେ ଜେ ପବନ୍ ଆରି ପାନିକେ ମିସା ଆଦେସ୍ ଦେଲା ଦାପ୍ରେ, ସେଟା ସବୁ ତାର୍ ଆଦେସ୍ ମାନ୍ବାଇ ।”
ତାର୍ ପଚେ ଜିସୁ ଗାଲିଲି ଗାଡ୍ ସେପାଟେ ସେ ଗାଡ୍କେ ତିବିରିଆ ଗାଡ୍ ବଲି ମିସା କଇବାଇ, ସେ ଜାଗାଇ ଗାଲା ।
ସିସ୍ମନ୍ ଡଙ୍ଗାଇ ବସି ଗାଡ୍ ସେପାଟେ ରଇଲା କପର୍ନାଉମ୍ ଜାଗାଇ ବାଉଡ୍ବାର୍ ଦାର୍ଲାଇ । ସେଡ୍କିବେଲେ ଆନ୍ଦାର୍ ଅଇ ଆଇତେ ରଇଲା । ମାତର୍ ସେ ବେଲା ଜାକ ଜିସୁ ତାକର୍ ଲଗେ ଆସି ନ ରଇଲା ।
ଲକ୍ମନ୍ ଜିସୁକେ ଗାଡ୍ ସେପାଟେ ବେଟ୍ଅଇକରି ପାଚାର୍ଲାଇ, “ଏ ଗୁରୁ ତମେ ଇତି କେଡେବଲ୍ ଆସି କେଟ୍ଲାସ୍ ?”