30 ସେ ଆରି ତରେକ୍ କଇଲା, “ଆମେ ପର୍ମେସରର୍ ରାଇଜ୍ କାଇଟା ସଙ୍ଗ୍ ସମାନ୍ କରୁ ? ନଇଲେ କାଇ ଉଦାଅରନ୍ ସଙ୍ଗ୍ ବୁଜାଇଦେଉଁ ?
ଏ ଜୁଗର୍ ଲକ୍ମନ୍କେ କାର୍ ସଙ୍ଗ୍ ସମାନ୍ କର୍ବି ? ସେମନ୍ ଆଟ୍ ମଜାଇ ବସିକରି କେଲ୍ବା ପିଲାମନର୍ ପାରା । ଗଟେକ୍ ଦଲର୍ ପିଲାମନ୍ ଆରି ଗଟେକ୍ ଦଲ୍କେ କଇବାଇ,
ଜିସୁ ତାର୍ ସିସ୍ମନ୍କେ ଆରି ଗଟେକ୍ ବିସଇ କାତାନି ଇସାବେ କଇଲା, ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକର୍ ପାରା । ସେ ଲକ୍ ତାର୍ ଜମିଟାନେ ନିକ ବିଅନ୍ ବୁନ୍ଲା ।
ସେଟା ଗଟେକ୍ ସର୍ସୁ ମୁଞ୍ଜି ପାରା, ବୁଏଁ ବୁନ୍ବା ବେଲେ ସେଟା ପୁର୍ତିବିର୍ ସବୁ ମୁଞ୍ଜିତେଇ ଅନି ସାନ୍ଟା,