29 ମାତର୍ ଚାସ୍ ପାଚ୍ଲା ଦାପ୍ରେ କାଟ୍ବା ବେଲା କେଟିଆଇଲେ, ଚାସି କାଟ୍ବାକେ ଇଲା ଲାଗାଇସି ।”
କାଟ୍ବା ଜାକ ଦାନ୍ ଆରି ଜୁଡ୍ ଗାଁସ୍ ମିସ୍ତେ ବଡ । କାଟ୍ବା ଲକ୍ମନ୍କେ କଉଁ ସେମନ୍ ପର୍ତୁମ୍ ଜୁଡ୍ ଗାଁସ୍ କାଟି ବାରା ବାନ୍ଦି ପଡାଇ ଦେଅତ୍ । ତାର୍ ପଚେ ଦାନ୍ କାଟି ମାଣ୍ଡାଇ କଲ୍କିଟାନେ ସଙ୍ଗଉ ।”
ଜମି ତାର୍ମନ୍କେ ପଲ୍ ଉବ୍ଜାଇସି, ପର୍ତୁମ୍ ପତର୍, ପଚେ କେଡ୍, ତାର୍ପଚେ ମୁଞ୍ଜି ପୁରୁନ୍ ରଇବା କେଡ୍ ।
ତାର୍ପଚେ ବେଦିଟାନେଅନି ଜଇ ଦେକାରକା କର୍ବା ଆରିଗଟେକ୍ ଦୁତ୍ ଆଇଲା । ସେ ଆଉଲିଅଇକରି ଲାଗନ୍ ଇଲା ଦାରିରଇବା ଦୁତ୍କେ କଇଲା “ଦର୍ତନିଟାନେ ରଇବା ଅଙ୍ଗୁର୍ବାଡର୍ ଅଙ୍ଗୁର୍ ପାଚ୍ଲାଆଚେ । ତର୍ ଇଲାଦାରି କାଟିନେ ।”