27 ଆରି, ସେ ଦିନ୍ବେଲେ କି ରାତିବେଲେ, ସଇଲେ କି କାମ୍ କଲେ ମିସା ବିଅନ୍ କେନ୍ତି ଆଁକ୍ରି ବଡ୍ସି, ସେଟା ନାଜାନେ,
ଆରି ସେ କଇଲା, “ପର୍ମେସରର୍ ରାଇଜ୍ ଏନ୍ତାରି । ଗଟେକ୍ ଲକ୍ ନିଜର୍ ପଦାଇ ବିଅନ୍ ବୁନ୍ସି ।
ଜମି ତାର୍ମନ୍କେ ପଲ୍ ଉବ୍ଜାଇସି, ପର୍ତୁମ୍ ପତର୍, ପଚେ କେଡ୍, ତାର୍ପଚେ ମୁଞ୍ଜି ପୁରୁନ୍ ରଇବା କେଡ୍ ।
ଏ ବାଇବଇନିମନ୍ ତମର୍ପାଇ ଆମେ ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେବା କାତା । ଏଟା ଟିକ୍ ବିସଇ । କାଇକେବଇଲେ ତମର୍ ବିସ୍ବାସ୍ ଅଦିକ୍ ଅଦିକ୍ ଅଇଲାନି । ଆରି ତମର୍ ନିଜର୍ ନିଜର୍ ବିତ୍ରେ ସବୁଲକ୍କେ ଆଲାଦ୍ ବଡିଗାଲାନି ।
ମାତର୍ ଆମର୍ ମାପ୍ରୁ ଆରି ଉଦାର୍ କର୍ବା ଜିସୁକିରିସ୍ଟର୍ ଜିବନ୍ ଦୁକାଇଲାଟା ଆରି ଗିଆନ୍ ସଙ୍ଗ୍ ଅଦିକ୍ ଅଦିକ୍ ବଡା । ଏବେ ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ସେ ଡାକ୍ପୁଟା ପାଅ । ଆମେନ୍ ।