25 କାଇକେବଇଲେ ଜାକେ ରଇ, କାମେ ଲାଗାଇରଇସି ତାକେ ଅଦିକ୍ ଦିଆଅଇସି, ଆରି ଜାକେ ରଇ, କାମେ ନ ଲାଗାଏ, ତାର୍ଟାନେ ଅନି ସେ ଅଲପ୍ ରଇଲାଟା ମିସା ନିଆଅଇସି ।”
ଜାକେ ଆଚେ, ତାକେ ଦିଆଅଇସି । ତେଇଅନି ସେ ଅଦିକ୍ ଅଦିକ୍ ଲାବ୍ କର୍ସି । ମାତର୍ ଜାକେ ନାଇ, ତାର୍ଟାନେ ଜେତ୍କି ଆଚେ, ସେଟା ମିସା ନିଆଅଇସି ।”
ଆରି ସେ କଇଲା, “ପର୍ମେସରର୍ ରାଇଜ୍ ଏନ୍ତାରି । ଗଟେକ୍ ଲକ୍ ନିଜର୍ ପଦାଇ ବିଅନ୍ ବୁନ୍ସି ।
“ସେଟାର୍ ପାଇ, ଜେନ୍ତାରି ସୁନ୍ସା, ସେ ବିସଇ ନେଇକରି ଜାଗ୍ରତ୍ ରୁଆ । କାଇକେବଇଲେ ଜାକେ ଆଚେ ତାକେ ଅଦିକ୍ ଦିଆଅଇସି । ଆରି ଜାକେ ନାଇ, ସେ ଜେତ୍କି ନିଜର୍ଟା ଆଚେ ବଲି ବାବ୍ସି, ସେ ଅଲପ୍ଟା ମିସା ତାର୍ଟାନେଅନି ନିଆଅଇସି ।”
ମର୍ଟାନେ ରଇବା ପିଲ୍କା ମାଲେ ପଲ୍ ନ ଦାର୍ଲେ, ସେ କାଟି ପାକାଇସି । ଆରି ଜନ୍ ମାଲେ ପଲ୍ ଦାର୍ସି ସେ ମାଲ୍ ଅଦିକ୍ ପଲ୍ ଦାର୍ବାକେ ପରିଚଲ୍ କର୍ସି ।