21 ଜିସୁ ଆରିତରେକ୍ ସେମନ୍କେ କଇଲା, “ବତି ଡସାଇ ମାନ୍ ତଲେ କି କଟ୍ ତଲେ ସଙ୍ଗଇବାକେ ନ ଆନତ୍ । ବତି, କୁଦ୍ରାଇ ସଙ୍ଗଇବାକେ ଡସାଇବାଇ ।
କେ ମିସା ବତି ଡସାଇକରି ଆଣ୍ଡିଡାବି ନ ସଙ୍ଗଅତ୍ । ସେଟା ବତିକୁଦ୍ରା ଉପ୍ରେ ସଙ୍ଗଇବାଇ ଆରି ଗରେ ରଇଲା ସବୁ ଲକ୍କେ ଉଜଲ୍ ଦେଇସି ।
“କେ ମିସା ବତି ଡସାଇ ମାନ୍ତଲେ ଡାବିକରି ନ ସଙ୍ଗଅତ୍ । ମାତର୍ ବତି ସଙ୍ଗଇବା କୁଦ୍ରାଇ ସଙ୍ଗଇବାଇ, ଜେନ୍ତାରିକି ଗର୍ବିତ୍ରେ ଜିବାଲକ୍ମନ୍ ଉଜଲ୍ ଦେକିପାର୍ବାଇ ।
“ବତି ଡସାଇ କରି କେ ମିସା ଡାଲାଡାବି ନ ସଙ୍ଗଅତ୍ । କି କଟ୍ ତଲେ ନ ସଙ୍ଗଅତ୍ । ମାତର୍ ବତି କୁଦ୍ରା ଉପ୍ରେ ସଙ୍ଗଇବାଇ । ଜେନ୍ତାରିକି ଆଇଲା ଲକ୍ମନ୍ ଉଜଲ୍ ଦେକିପାରତ୍ ।”
ମାତର୍ ସବୁ ଲକର୍ ମଙ୍ଗଲ୍ ପୁରାପୁରୁନ୍ ଅଇବାକେ ବିନ୍ ବିନ୍ ଲକର୍ ବିତ୍ରେ ସୁକଲ୍ ଆତ୍ମାର୍ ବପୁ ବିନ୍ ବିନ୍ ଇସାବେ ଜାନାପଡ୍ସି ।