12 ଜେନ୍ତାର୍କି “ମୁଇ କର୍ବା କାମ୍ମନ୍ ଦେକ୍ତେ ରଇଲେ ମିସା ବୁଜି ନାପାରତ୍, ଆରି କଇଲାଟାମନ୍ ସୁନି ସୁନି ମିସା ନ ବୁଜତ୍, ବୁଜ୍ତାଇଆଲେ ସେମନ୍ ପର୍ମେସରର୍ ଲଗେ ବାଅଡ୍ତାଇ ଆରି ପାପ୍ କେମା ପାଇତାଇ ।”
ଆଁକି ରଉ ରଉ ଦେକାସ୍ ନାଇ ? ଆରି, କାନ୍ ରଉ ରଉ ସୁନାସ୍ ନାଇ ? ଆମର୍ଟାନେ ଜେଡେବେଲେ କାଇବାକେ ଉନା ରଇଲା, ସେ ବେଲେ ମୁଇ କାଇଟା କରିରଇଲି ? ସେ ବିସଇ ତମେ ଏତାଆସ୍ ନାଇକି ?
ତେଇ ଜିସୁ ସେମନ୍କେ କଇଲା, “ପର୍ମେସରର୍ ରାଇଜର୍ ଟିକିନିକି ବିସଇ ଜାନତ୍ ବଲି ତମ୍କେ ଗିଆନ୍ ଦିଆଅଇଲାଆଚେ, ମାତର୍ ବିନ୍ଲକ୍ମନ୍କେ ଉଦାଅରନ୍ ଦେଇ କଇଅଇସି, ଜେନ୍ତାରିକି ସେମନ୍ ଦେକି ଦେକି ନ ଦେକତ୍ କି ସୁନି ସୁନି ମିସା ନ ବୁଜତ୍ ।”
ସେନ୍ତିଆଲେ ତମେ ମନ୍ବାଦ୍ଲାଇ କରି ପରମେସରର୍ ବାଟେ ବାଉଡି ଆସା । ତେବେ ସେ ତମର୍ ପାପ୍ କେମା କର୍ସି ।”
ପର୍ମେସର୍ ତାର୍ ମନ୍ ବାଉଡାଇବାକେ ଦେଇସି, ସେଟା ଆସାଅଇ ତାର୍ ବିରଦେ କାତା ଅଇବା ଲକ୍ମନ୍କେ ସେ ଦରମ୍ ସଙ୍ଗ୍ ସୁଆଲ୍ କର୍ବାର୍ ଆଚେ । ସତ୍ ବିସଇ ଜାନ୍ବାକେ ସେମନ୍କେ ସାଇଜ କର ।
ଏଟା ସବୁ ଅଇଲା ପଚେ ସେମନ୍ ତାକର୍ ବିସ୍ବାସ୍ ଆରାଇ ଆଚତ୍ । ସେଟାର୍ପାଇ ସେମନ୍କେ ଆରିତରେକ୍ ମନ୍ ବାଉଡାଇବାକେ ସଅଜ୍ ନାଇ । କାଇକେବଇଲେ ସେମନ୍ ପର୍ମେସରର୍ ପଅକେ ଆରିତରେକ୍ କୁର୍ସେ ମରାଇକରି ଗୁଲାଇ ଲକର୍ ମୁଆଟେ ଇଜତ୍ ଜିକ୍ଲାଇନି ।