11 ଜିସୁ ସେମନ୍କେ କଇଲା, “ପର୍ମେସରର୍ ରାଇଜେ ଲୁଚିକରି ରଇଲା ବିସଇ ତମେ ବୁଜିପାର୍ଲାସ୍ନି, ମାତର୍ ବାଇରେ ରଇବା ବିନ୍ ଲକ୍ମନ୍କେ ଉଦାଅରନ୍ ଦେଇ କୁଆ ଅଇଲାନି ।”
ଜିସୁ ସେବେଲାଇ ପାର୍ତନା କରି କଇଲା, “ଏ ବାବା, ତମେ ସରଗ୍ ଆରି ମଚ୍ପୁରର୍ ମାପ୍ରୁ । ଏ ସବୁ ବିସଇ ସିକ୍ଲା ଲକ୍ ଆରି ଗିଆନି ରଇବା ଲକର୍ତେଇଅନି ଲୁଚାଇ ସଙ୍ଗଇ, ନସିକ୍ଲା ଲକ୍ମନର୍ ତେଇ ଜାନାଇ ଆଚୁସ୍ ବଲି ମୁଇ ତମ୍କେ ଦନିଅବାଦ୍ ଦେଲିନି ।
“ତମେ କେଡେକ୍ ନିକ କରମର୍ ଲକ୍ ! ତମେ ଦେକି ପାର୍ଲାସ୍ନି ଆରି ସୁନି ପାର୍ଲାସ୍ନି !
ଜିସୁ କଇଲା, “ନିମାନ୍, ଜୁନସର୍ ପିଲା, ପିତର୍ ! ଏଟା ସତ୍, ତୁଇ ମୁନୁସର୍ଟାନେ ଅନି କଉସ୍ ନାଇ । ମର୍ ସରଗର୍ ବାବା ତକେ ଜାନାଇଲାକେ ତୁଇ କଇଲୁସ୍ ।
ସେଡ୍କିବେଲେ ଜିସୁ ସାସ୍ତର୍ ସିକାଉମନ୍କେ ଲଗେଡାକି ଉଦାଅରନ୍ ଦେଇ କଇଲା, “ସଇତାନ୍ କେନ୍ତି ସଇତାନ୍କେ ଚାଡାଇ ପାର୍ସି ?
ଜିସୁ ଗଟେକ୍ଲକ୍ ରଇଲା ବେଲେ ତାର୍ସଙ୍ଗ୍ ରଇଲା ଲକ୍ମନ୍ ଆରି ବାର୍ଟା ସିସ୍ମନ୍ ତାକେ ପାଚାର୍ଲାଇ, “ତମେ କାଇକେ ଉଦାଅରନ୍ ଦେଇ ସିକାଇଲାସ୍ନି ?”
ଜିସୁ ସେମନ୍କେ ବେସି ବିସଇ ଉଦାଅରନ୍ ଦେଇ ସିକାଇଲା । ଆରି ସିକାଇବାବେଲେ ସେମନ୍କେ କଇଲା,
ତେଇ ଜିସୁ ସେମନ୍କେ କଇଲା, “ପର୍ମେସରର୍ ରାଇଜର୍ ଟିକିନିକି ବିସଇ ଜାନତ୍ ବଲି ତମ୍କେ ଗିଆନ୍ ଦିଆଅଇଲାଆଚେ, ମାତର୍ ବିନ୍ଲକ୍ମନ୍କେ ଉଦାଅରନ୍ ଦେଇ କଇଅଇସି, ଜେନ୍ତାରିକି ସେମନ୍ ଦେକି ଦେକି ନ ଦେକତ୍ କି ସୁନି ସୁନି ମିସା ନ ବୁଜତ୍ ।”
କାଇକେବଇଲେ ବିନ୍ ଲକର୍ଟାନେଅନି କେ ତମ୍କେ ବଡ୍ କରତ୍ ନାଇ । ଆରି ଜନ୍ ଗୁଣ୍ ତମେ ଦାନ୍ ଇସାବେ ମିଲାଇଆଚାସ୍ ସେଟା ପର୍ମେସର୍ ଦେଲାଆଚେ । ତେବେ ତମର୍ ନିଜର୍ଟା ବଲି ବଡ୍ପନ୍ ଅଇ କଇ ନାପାରାସ୍ ।
ପର୍ମେସର୍ ଜେ କି କଇଲା “ଉଜଲ୍ ଆନ୍ଦାରେ ଅନି ଉଜଲ୍ ଦେଇସି ।” ସେ ସମାନ୍ ପର୍ମେସର୍ କିରିସଟର୍ ମୁଏ ଅନି ତାର୍ ଉଜଲ୍ ଆମର୍ ବିତ୍ରେ ଉଜଲ୍ କରାଇଲା । ଜେନ୍ତାରି କି କିରିସ୍ଟ ତେଇ ରଇବା ପର୍ମେସରର୍ ମଇମା, ଆମେ ବୁଜି ପାର୍ବୁ ।
ଆଗ୍ତୁ ଆମେ ଜାନି ନ ରଇଲା ତାର୍ ଜଜ୍ନାର୍ ଟିକିନିକି ବିସଇ, ସେ ଆମ୍କେ ଜାନାଇ ଆଚେ । ସେଟା ଜିସୁ କିରିସ୍ଟର୍ ଦେଇ ସେ ପୁରାପୁରୁନ୍ କଲାଆଚେ, କାଇକେ ବଇଲେ ଏଟା ତାକେ ସାର୍ଦା କଲା ।
ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନର୍ତେଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କରା । ତମେ ମିଲାଇରଇବା ସବୁ ବେଲା ବୁଦିର୍ ସଙ୍ଗ୍ କରା ।
ଏନ୍ତାରି କଲେ ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତମ୍କେ ନାମ୍ବାଇ । ଆରି କାଇଟା ମିସା ଅବାବ୍ ନ ଅଏ । ତମ୍କେ ଦର୍କାର୍ ରଇବା ବିସଇପାଇ ବିନ୍ଲକ୍କେ ଆସା କର୍ବାକେ ନ ପଡେ ।
ତାର୍ ଚଲାଚଲ୍ତି ଦେକି ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତାକେ ଗଟେକ୍ ସନ୍ମାନର୍ ଲକ୍ ପାରା ନାମ୍ବାର୍ ଆଚେ । ଜେନ୍ତିକି ଲକ୍ମନ୍ ତାକେ ନିନ୍ଦା ନ କରି ସଇତାନର୍ ପାନ୍ଦେ ନ ଲାଗେ ।
ଆମେ ଏଟା ମିସା ଜାନିଆଚୁ ଜେ, ତାର୍ ପଅ ଏ ଜଗତେ ଆଇଲା ଆରି ଆମ୍କେ ସତ୍ ପର୍ମେସର୍କେ ଜାନାଇଲା । ଏ ସତ୍ ପର୍ମେସରର୍ ସଙ୍ଗ୍ ଆମେ ମିସିକରିଆଚୁ । କାଇକେବଇଲେ ତାର୍ ପଅ ଜିସୁକିରିସ୍ଟର୍ ସଙ୍ଗ୍ ଆମେ ମିସିଆଚୁ । ସେ ସେ ସତ୍ ପର୍ମେସର୍ ଆରି ସେ ସେ ଲକ୍ମନ୍କେ ନ ସାର୍ବା ଜିବନ୍ ଦେଇସି ।