9 ସେଡ୍କିବେଲେ ଚିପାଟେଲା ରଇଲାକେ, ଲକ୍ମନ୍ ଜେନ୍ତିକି ଉପ୍ରେ ଡାବି ନ ଅଅତ୍, ତେବର୍ ପାଇ ଜିସୁ ସିସ୍ମନ୍କେ ତାର୍ପାଇ ଗଟେକ୍ ସାନ୍ଟା ଡଙ୍ଗା ଆନି ଜାଗାଇବାକେ ତିଆର୍ଲା ।
ଏଟାର୍ ପଚେ ଜିସୁ ଲକ୍ମନ୍କେ ପାଟାଇ ଦେଇ ଡଙ୍ଗାଇ ଚଗି ମଗ୍ଦାନ୍ ଜାଗାର୍ ସନ୍ଦିଲଗେ ଗାଲା ।
ଜିସୁ ଆରିତରେକ୍ ଗାଲିଲି ସମ୍ଦୁର୍ କଣ୍ଡିଟାନେ ସିକିଆ ଦେବାର୍ ଦାର୍ଲା, ଆରି ଏତେକ୍ ମାଣ୍ଡ୍ ଲକ୍ମନ୍ ତାର୍ ଲଗେ ଟୁଲ୍ଅଇଲାଇଜେ, ସେ ସମ୍ଦୁରେ ରଇବା ଗଟେକ୍ ଡଙ୍ଗାଇ ଜାଇ ବସ୍ଲା, ଆରି ଗୁଲାଇ ଲକ୍ମନ୍ ସମ୍ଦୁର୍ ପାଲିକେ ରଇଲାଇ ।
ସେଡ୍କିବେଲେ ସେମନ୍ ଲକ୍ ଗଅଲି ଚାଡିକରି, ଜିସୁ ବସି ରଇଲା, ଗଟେକ୍ ଡଙ୍ଗାଇ ଜାଇ ବସ୍ଲାଇ । ଆରି ବିନ୍ ବିନ୍ ଡଙ୍ଗା ମିସା ତାକର୍ ସଙ୍ଗ୍ ରଇଲା ।
ଜିସୁ ଡଙ୍ଗାଇଅନି ଉତର୍ଲା ଦାପ୍ରେ ଗଟେକ୍ ଡୁମା ଦାରିରଇବା ଲକ୍ ମସ୍ନେ ଅନି ବାରଇ ତାକେ ବେଟ୍ଅଇବାକେ ଆଇଲା ।
ସେ ଦାପ୍ରେ ଜିସୁ ନିଜର୍ ଟାନେଅନି ସକ୍ତି ବାରଇବାଟା ଜାନିକରି ଲକ୍ମନର୍ ବାଟେ ବୁଲି ଦେକି କଇଲା, “କେ ମର୍ ଲୁଗା ଚିଇଲା ?”
ତେବେ ଜିସୁ ଆରି ତାର୍ ସିସ୍ମନ୍ ବାରଇ ବେଗ୍ଲି ଜାଇ ଡଙ୍ଗାଇ ବସି ଗଟେକ୍ କିନରା ଜାଗାଇ ଗାଲାଇ ।
ଦିନେକ୍ ଜିସୁ ଗିନେସରତ୍ ଗାଡ୍କଣ୍ଡି ଟିଆଅଇରଇଲା ବେଲେ ଲକ୍ମନ୍ ମାଣ୍ଡାଚୁଣ୍ଡା ଅଇ ପର୍ମେସରର୍ ବାକିଅ ସୁନ୍ତେରଇଲାଇ ।
ସେ ଡଙ୍ଗାମନର୍ ବିତ୍ରେଅନି ଜନ୍ଟା କେଉଟ୍ ସିମନର୍ଟା ରଇଲା, ଜିସୁ ତେଇ ଚଗିକରି “କଣ୍ଡିତେଇଅନି କଣ୍ଡେକ୍ ଦୁର୍ ପାନିତେଇ ଚାଲାଇନେ ।” ବଲି ସିମନ୍କେ କଇଲା, ଆରି ଡଙ୍ଗାଇ ବସିକରି ସିକିଆ ଦେବାର୍ ଦାର୍ଲା ।
ସେଦାପ୍ରେସେ ଲକ୍ମନ୍ ଜିସୁକେ ରାଜା କରାଇବାକେ ତିଆର୍ ଅଇବାଟା ଜାନି, ତେଇଅନି ସେ ଗଟେକ୍ ଲକ୍ ଡଙ୍ଗର୍ ଉପ୍ରେ ଉଟିଗାଲା ।