35 ଜନ୍ ଲକ୍ମନ୍ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାଇ, ସେ ମର୍ ବାଇ, ବଇନି ଆରି ମା ।”
ମକେ ମାପ୍ରୁ, ମାପ୍ରୁ ବଲି ଡାକ୍ବା ଲକ୍ମନର୍ତେଇ ଅନି ସବୁ ଲକ୍ ସରଗ୍ ରାଇଜେ କେଟିନାପାରତ୍ । ମାତର୍ ଜନ୍ ଲକ୍ମନ୍ ସରଗର୍ ବାବା ମନ୍ କଲା ଇସାବେ ଚଲାଚଲ୍ତି କର୍ବାଇ, ସେମନ୍ସେ ସରଗ୍ ରାଇଜେ କେଟ୍ବାଇ ।
ଜେ ଜଦି ପର୍ମେସର୍ ମନ୍କଲାଟା ପୁରୁନ୍ କର୍ବାକେ ମନ୍ କର୍ସି ବଇଲେ ସେ ଜାନିପାର୍ସି, ମୁଇ ଦେଇତେରଇବା ସିକିଆ ପର୍ମେସରର୍ ଟାନେ ଅନି ଆଇଲାନି କି ସେଟା ମର୍ ନିଜର୍ ବପୁର୍ ସଙ୍ଗ୍ କଲିନି ବଲି ।
ଅବ୍କା ସେମନର୍ ମୁଆଟେ ବଲ୍ ବଲାଇ ଅଇବାକେ ନାଇ, କି ସେମନ୍ ଦେକ୍ଲାବେଲେସେ ନାଇ । ମାତର୍ କିରିସ୍ଟର୍ ଗତିଦାଙ୍ଗ୍ଡା ପାରା, ପର୍ମେସର୍ ମନ୍କଲାଟା ପୁରାପୁରୁନ୍ ମନ୍ ଦିଆନ୍ ଦେଇ କରା ।
ପର୍ମେସରର୍ ମନ୍ କଲାଟା ସାଦନ୍ କର୍ବାକେ ତମେ ମୁର୍ଚିକରି ରଇବାର୍ ଆଚେ ଆରି ସେ କାତା ଦେଇରଇବାଟା ତମେ ମିଲାଇସା ।
ମାତର୍ ମୁନୁସର୍ ମୁକ୍ତି ପାଇ ଗଟେକ୍ ପୁରାପୁରୁନ୍ ନିୟମ୍ ଆଚେ । ଜେ ସେ କାତା ସୁନିକରି ନ ପାସ୍ରେ, ଆରି ତାର୍ଲାଗି ସବୁ ମନ୍ପରାନ୍ ଦେଇକରି ନିଜର୍ ଜିବନ୍ତେଇ ମାନିକରି ରଇସି ବଇଲେ ପର୍ମେସର୍ ତାର୍ କରିରଇବା ସବୁ କାମ୍ ମଙ୍ଗଲ୍ କର୍ସି ।
ତେବର୍ପାଇ ତମର୍ ମନ୍କେ ଜାଗରତ୍ କରା । ଜେନ୍ତାରିକି, ଏବେ ଅନି ତମର୍ ମରନ୍ ଜାକ, ପର୍ମେସର୍ ମନ୍ କଲା ଇସାବେ ଚଲାଚଲ୍ତି କର୍ସା । ତମର୍ ପାପର୍ ଗୁନ୍ ଚଲନ୍ ଇସାବେ କରାନାଇ ।
ଏ କାରାପ୍ ଜଗତ୍ ଆରି ତେଇର୍ ସବୁ ରକାମ୍ ଚଲାଚଲ୍ତି ଦାପ୍ରେ ଉଟିଜାଇସି । ମାତର୍ ଜେ ପର୍ମେସର୍କେ ମାନ୍ସି, ସେ ନ ସାର୍ବା ଜିବନ୍ ପାଇସି ।