ମାର୍କ 3:23 - ସତିଅର୍ ବାଟ୍ ନୁଆ ନିୟମ୍ 202023 ସେଡ୍କିବେଲେ ଜିସୁ ସାସ୍ତର୍ ସିକାଉମନ୍କେ ଲଗେଡାକି ଉଦାଅରନ୍ ଦେଇ କଇଲା, “ସଇତାନ୍ କେନ୍ତି ସଇତାନ୍କେ ଚାଡାଇ ପାର୍ସି ? အခန်းကိုကြည့်ပါ။ |
ତାର୍ପଚେ ଜିସୁ ଲକ୍ମନ୍କେ ବୁଜାଇବାକେ କେତେଟା କାତାନି କଇବାର୍ ଦାର୍ଲା । ପର୍ତୁମ୍ କାତାନି ଅଇଲାନି, ଗଟେକ୍ ଲକ୍ ଗଟେକ୍ ଅଙ୍ଗୁର୍ବାଡ୍ ତିଆର୍କରି, ତାର୍ ଚାରିବେଡ୍ତି ବାଡ୍ ବୁନ୍ଲା, ଆରି ଅଙ୍ଗୁର୍ ପିଲ୍ବାକେ ଗଟେକ୍ କୁଣ୍ଡ୍ ତିଆର୍କଲା । ବାଡ୍ ଜାଗ୍ବାକେ ଗଟେକ୍ ଚାଙ୍ଗ୍ ତିଆର୍କଲା । ଚାସ୍ କର୍ବା ଲକ୍ମନ୍କେ ବାଡ୍ ଆଦିବାଗ୍ କର୍ବାକେ ଦେଇକରି, ସେ ଗଟେକ୍ ବିନ୍ ଦେସେ ଉଟିଗାଲା ।