22 ଆରି, ଜିରୁସାଲାମ୍ ଅନି ଆସିରଇବା ସାସ୍ତର୍ ସିକାଉମନ୍ କଇଲାଇ, “ଆକେ ଡୁମାମନର୍ ନେତା ବାଲ୍ଜିବୁଲ୍ ଦାରିଆଚେ, ଆରି ଡୁମାମନର୍ ନେତାର୍ ବପୁସଙ୍ଗ୍ ଡୁମା ଚାଡାଇଲାନି ।”
ସିସ୍ ତାର୍ ଗୁରୁର୍ ପାରା ଆରି ଗତିଦାଙ୍ଗ୍ଡା ନିଜର୍ ସାଉକାର୍ ପାରା ଅଇଲେ ସେମନ୍ ସାର୍ଦା ଅଇବାର୍ ଆଚେ । ଗଟେକ୍ ଗରର୍ ମୁକିଆ ମକେ, ବାଲ୍ଜିବୁଲ୍ ବଲି ଡାକ୍ଲାଇନି ବଇଲେ, ଗରର୍ ଆରି ଅଦେକ୍ ଲକ୍ମନ୍କେ ବାଇଦରେ ଅଦିକ୍ କାରାପ୍ ନାଉଁ ଦାରି ଡାକ୍ବାଇ ।”
ଜଅନ୍ ତର୍କେ ତର୍ ଉପାସ୍ କର୍ତେ ରଇଲା ଆରି କେବେ ମିସା ମଦ୍ ନ କାଇତେ ରଇଲା, ମାତର୍ ତମେ ତାକେ ଡୁମା ଦାର୍ଲା ଲକ୍ ବଲି କଇଲାସ୍ନି ।
ଏଟା ସୁନି ପାରୁସିମନ୍ କଇଲାଇ, “ସେ ଡୁମାମନର୍ ମୁକିଅ ବାଲ୍ଜିବୁଲର୍ ଟାନେଅନି ବପୁ ପାଇ ଡୁମା ଚାଡାଇଲାନି ।”
ଦିନେକ୍ କେତେଟା ପାରୁସିମନ୍ ଆରି ଦରମ୍ ଗୁରୁମନ୍ ଜିରୁସାଲାମ୍ ଅନି ଆସି ଜିସୁକେ ପାଚାର୍ଲାଇ,
ମାତର୍ ପାରୁସିମନ୍ କଇଲାଇ, “ସେ ଡୁମାମନର୍ ନେତାର୍ ବପୁ ସଙ୍ଗ୍ ବିନ୍ ଡୁମାମନ୍କେ କେଦ୍ଲାନି ।”
ପଚେ ପାରୁସିମନ୍ ଆରି ଜିରୁସାଲାମ୍ ଅନି ଆସିରଇବା କେତେଟା ସାସ୍ତର୍ ସିକାଉ ପଣ୍ଡିତ୍ମନ୍ ଜିସୁର୍ ଲଗେ ରୁଣ୍ଡ୍ଲାଇ ।
ମାତର୍ ସେମନର୍ ବିତ୍ରେ କେ କେ କଇଲାଇ, “ସେ ଡୁମାମନର୍ ନେତା ବାଲ୍ଜିବୁଲର୍ ସାଇଜ ନେଇ ଡୁମା ଚାଡାଇସି ।”
ଦିନେକ୍ ଜିସୁ ସିକିଆ ଦେଇତେରଇଲା । ତେଇ ଗାଲିଲିର୍ ସବୁ ଗାଏଁଅନି, ଜିଉଦା ଆରି ଜିରୁସାଲମେଅନି ଆସିରଇବା ପାରୁସିମନ୍ ଆରି ନିଅମ୍ ସିକାଉମନ୍ ତେଇ ବସିରଇଲାଇ । ଆରି ରଗିମନ୍କେ ନିକ କର୍ବାକେ ମାପ୍ରୁର୍ ବପୁ, ଜିସୁକେ ରଇଲା ।
ସେ ବେଲେ ସିତ୍ ଦିନ୍ ଅଇରଇଲା ଆରି ଜିରୁସାଲାମ୍ ମନ୍ଦିର୍ ତିଆର୍ କଲା ପରବ୍ ଅଇତେରଇଲା ।
ଲକ୍ମନ୍ ତାକେ କଇଲାଇ, “ତକେ ଡୁମା ଦାର୍ଲା ଆଚେ । କେ ତକେ ମରାଇବାକେ ଚେସ୍ଟା କଲାନି ?”
ଜିଉଦିମନ୍ ଜିସୁକେ ପାଚାର୍ଲାଇ, “ତୁଇ ଗଟେକ୍ ସମିରଣିୟ ଲକ୍, ତକେ ଗଟେକ୍ ଡୁମା ଦାର୍ଲା ଆଚେ ବଲି ଆମେ କଇଲା କାତା ସତ୍ ନଏଁ କି ?”
ସେମନ୍ ଜିସୁକେ କଇଲାଇ, “ଏବେ ଆମେ ଜାନ୍ଲୁ ତକେ ଗଟେକ୍ ଡୁମା ଦାର୍ଲା ଆଚେ । ଅବ୍ରାଆମ୍ ଆରି ବବିସତ୍ବକ୍ତାମନ୍ ମରିଗାଲାଇ ଆଚତ୍, ମାତର୍ ତୁଇ କଇଲୁସ୍ନି ଜଦି କେ ମିସା ମର୍ କାତା ମାନ୍ସା ବଇଲେ ସେ କେବେ ମିସା ନ ମରେ ବଲି ।”