21 “ ଜିସୁକେ କାଇବାକେ ମିସା ବେଲା ନାଇ ।” ବଲି କଇ ତାକର୍ ଗରର୍ ଲକ୍ ସୁନି, ତାକେ ଗରେ ଡାକିନେବାକେ ଆଇଲାଇ । କାଇକେବଇଲେ ସେମନ୍ କଇଲାଇ, “ତାର୍ ବୁଦି ବାନାଅଇଗାଲାନି ।”
ସେଡ୍କିବେଲେ ଜିସୁର୍ ମା ଆରି ବାଇମନ୍ ଆସି ବାଇରେ ଟିଆ ଅଇ ଜିସୁକେ ଡାକାଇପାଟାଇଲାଇ ।
ସେମନର୍ ବିତ୍ରେ କେତେକ୍ ଲକ୍ କଇବାର୍ ଦାର୍ଲାଇ, “ତାକେ ଡୁମା ଦାରିଆଚେ, ସେ ବାୟାଟା, କାଇକେ ତାର୍ କାତା ସୁନ୍ଲାସ୍ନି ?”
ପାଉଲ୍ ନିଜର୍ ବାଟେଅଇ କଇଲା ବେଲେ, ପେସ୍ଟସ୍ ତାକେ ଆଉଲିଅଇ କରି କଇଲା, “ପାଉଲ୍, ତୁଇ ବାୟା ଅଇଗାଲୁସ୍ ! ତୁଇ ପାଟ୍ପଡି ବେସି ପାଇରଇବା ଗିଆନ୍ ତକେ ବାୟା କଲାଆଚେ ।”
କେତେଲକ୍ ଆମେ ବାୟା ଅଇଗାଲୁଆଚୁ ବଲି ବାବ୍ବାଇ । ସେନ୍ତାର୍ଆଲେ ସେନ୍ତି ଅଇବାଟା ପର୍ମେସର୍ ମନ୍ କଲା ଇସାବେ । ଜଦି ଆମେ ନିକ ଆଚୁ ବଲି ବାବ୍ଲେ ସେଟା ତମର୍ ବଲ୍ ପାଇ ।