2 ଜିସୁ କେଜାନେ ବିସ୍ରାମ୍ ବାରେ ନିମାନ୍ କର୍ସି ବଲି, ସେମନ୍ ଆଁକି ନ ମରାଇତେ ଦେକ୍ତେରଇଲାଇ, କାଇକେବଇଲେ ଜେନ୍ତିକି ତାର୍ ବିରୁଦେ ଦସ୍ ଦାରିପାର୍ବାଇ ।
ତେଇ ଆତ୍ ସୁକିଜାଇରଇଲା ଗଟେକ୍ ଲକ୍ ରଇଲା । ଜିସୁର୍ ଦସ୍ ଦାର୍ବାକେ ପାରୁସିମନ୍ ଗଟେକ୍ ଦଲଅଇ ତେଇ ଜାଗି ରଇଲାଇ । ସେଟାର୍ପାଇ ସେମନ୍ ଜିସୁକେ ପାଚାର୍ଲାଇ, “ବିସ୍ରାମ୍ବାରେ ନିମାନ୍ କର୍ବାଟା ଆମର୍ ନିୟମର୍ ବିରଦ୍ ନଏଁ କି ?”
ଜନ୍ ଲକର୍ ଆତ୍ ସୁକି ଜାଇରଇଲା, ତାକେ ଜିସୁ କଇଲା, “ଆଉ ମଜାଇ ଟିଆ ଅ ।”
ତରେକ୍ ଜିସୁ ବିସ୍ରାମ୍ବାରେ ବଜି କାଇବାକେ ଗଟେକ୍ ପାରୁସି ନେତାର୍ ଗରେ ଗାଲା । ଆରି ସେମନ୍ ଜିସୁକେ କାଇଆଲେ ବୁଲ୍ ଦାର୍ବାକେ ଆଁକିମରାଇ ଦେକ୍ତେ ରଇଲାଇ ।
ସେଟାର୍ପାଇ ସେମନ୍ ତାର୍ ବୁଲ୍ ଦାର୍ବାକେ ଗଟେକ୍ ସୁଜଗ୍ କଜ୍ତେ ରଇଲାଇ । ସେମନ୍ କେତେଟା ଚର୍ମନ୍କେ ଲାଁଚ୍ଦେଇ ଦରମ୍ ଲକ୍ପାରା ଦେକାଇ ଅଇବାକେ ପାଟାଇଲାଇ । କାଇକେ ବଇଲେ ଜିସୁର୍ ଟଣ୍ଡେଅନି ବୁଲ୍କାତା ବାର୍କରାଇ, ଦସ୍ ଦାରି, ରମିୟ ସାସନ୍କାରିଆକେ ସର୍ପି ଦେବାକେ ମନ୍କର୍ତେ ରଇଲାଇ ।
ଆରି ଜିସୁ ବିସ୍ରାମ୍ବାରେ ମିସା କେ ଜାନେ ନିକ କର୍ସି, ଏଟା ଦେକୁ ବଲି ପାରୁସି ଲକ୍ମନ୍ ଆରି ସାସ୍ତର୍ ସିକାଉମନ୍ ତାକେସେ ଦେକି ଦେକି ରଇଲାଇ, କାଇକେବଇଲେ ତାର୍ ବିରୁଦେ ଦସ୍ ଦାର୍ବାକେ ।
ସେମନ୍ ଜେନ୍ତିକି ଜିସୁ କଇବା ଉତର୍ତେଇଅନି ବୁଲ୍ ଦାରି ତାକେ ଦସି କର୍ବାକେ ଏ କାତା କଇଲାଇ । ମାତର୍ ଜିସୁ ଲଇଁ କରି ଆଙ୍ଗ୍ଟି ସଙ୍ଗ୍ ବୁଏଁ ଲେକ୍ବାର୍ ଦାର୍ଲା ।
କେତେଟା ପାରୁସିମନ୍ କଇଲାଇ, “ଏ ଲକ୍ ପର୍ମେସରର୍ ତେଇଅନି ଆସେ ନାଇ । ସେଟାର୍ ପାଇଁ ସେ ବିସ୍ରାମ୍ ଦିନର୍ ନିୟମ୍ ମାନେନାଇ ।” ଆରି ଅଦେକ୍ ଲକ୍ମନ୍ କଇଲାଇ, “ଗଟେକ୍ ପାପି ଲକ୍ କେବେ ମିସା ଏନ୍ତି କାବାଅଇଜିବା କାମ୍ କରିନାପାରେ ।” ଏନ୍ତି ଜିଉଦି ଲକ୍ମନ୍ ଦୁଇ ବାଗ୍ ଅଇଗାଲାଇ ।