19 ଆରି ଇସ୍କାରିୟତିୟ ଜିଉଦା, ଜେ କି ଜିସୁକେ ସତ୍ରୁକେ ସର୍ପି ଦେଇରଇଲା ।
କିଣାନିୟ ସିମନ୍ ଜେ କି ଇସ୍ରାଏଲ୍ ଲକ୍ମନର୍ ମୁକ୍ତିର୍ ପାଇ ଚେସ୍ଟା କର୍ତେରଇଲା । ଆରି ଇସ୍କାରିୟତ୍ ଜିଉଦା, ଜେ ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା ।
ଜିସୁ ତାର୍ ସିସ୍ମନ୍କେ ଏ କାତା କଇବା ବେଲେ ତାର୍ ବାର୍ଟା ସିସ୍ମନର୍ ବିତ୍ରେ ଅନି ଜିଉଦା ନାଉଁର୍ ସିସ୍ ଆସି କେଟ୍ଲା । ତାର୍ ସଙ୍ଗ୍ କାତି କାଣ୍ଡା ଆରି ଟେଙ୍ଗ୍ ଡାଙ୍ଗ୍ ଦାରି ବେସି ଲକ୍ ତେଇ ଟୁଲ୍ ଅଇଲାଇ । ସେମନ୍କେ ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ପାଟାଇରଇଲାଇ ।
ଆନ୍ଦ୍ରିୟ, ପିଲିପ୍, ବାର୍ତଲମି, ମାତିଉ, ତମା, ଆଲ୍ପିର୍ ପଅ ଜାକୁବ୍, ତଦିୟ, କିଣାନିୟ ସିମନ୍, ଜେ କି ରମିୟ ସର୍କାରର୍ ବିରୁଦେ ଉଟିରଇଲା ।
ପଚେ ଜିସୁ ଗଟେକ୍ ଗରେ ପୁର୍ଲା । ସେଡ୍କି ବେଲେ ଲକ୍ମନ୍ ଆରି ତରେକ୍ ଏତେକ୍ ରୁଣ୍ଡ୍ଲାଇ ଜେ, ସେ ଆରି ତାର୍ ସିସ୍ମନ୍ କାଇବାର୍ ମିସା ନାପାର୍ଲାଇ ।
ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ ଆଇଲାଇ ଆରି ସେମନ୍ ଗର୍ ବିତ୍ରେ ଗାଲାଇ । ତାର୍ପଚେ ଜିସୁ ସେମନ୍କେ ପାଚାର୍ଲା, “ତମେ ବାଟେ କନ୍ ବିସଇନେଇ ଦଦାପେଲା ଅଇତେରଇଲାସ୍ ?”
ସେଦିନର୍ ରାତି ଜିସୁ ଆରି ତାର୍ ସିସ୍ମନ୍ କାଇବାକେ ବସିରଇଲାଇ । ଜିସୁକେ ବିସ୍ବାସେ ବିସ୍ ଦେଲାପାରା କରାଇବା ଚିନ୍ତା, ସଇତାନ୍ ସିମନ୍ ଇସ୍କାରିୟତର୍ ପିଲା ଜିଉଦାର୍ ମନେ ପୁରିକରି ଦେଲା ।
ମାତର୍ ତମର୍ ବିତ୍ରେଅନି କେତେକ୍ ଲକ୍ମନ୍ ମକେ ବିସ୍ବାସ୍ କରାସ୍ ନାଇ ।” କାଇକେବଇଲେ ବିସ୍ବାସ୍ ନ କର୍ବା ଲକ୍ମନ୍କେ ଜିସୁ ଆଗେଅନି ଜାନିରଇଲା । ଆରି ପଚେ ଜନ୍ ଲକ୍ ତାକେ ସତ୍ରୁକେ ସର୍ପି ଦେଇସି, ତାକେ ମିସା ଜାନି ରଇଲା ।
ଇସ୍କାରିୟତର୍ ପିଲା ଜିଉଦାକେ ଦେକାଇକରି ସେ ଏନ୍ତି କଇରଇଲା । କାଇକେ ବଇଲେ ବାର୍ଟା ସିସ୍ମନର୍ ବିତ୍ରେ ଅନି ଜିଉଦା ଗଟେକ୍ ଲକ୍ ଅଇମିସା, ଜିସୁକେ ବିସ୍ବାସେ ବିସ୍ ଦେଲାପାରା ସତ୍ରୁମନ୍କେ ସର୍ପି ଦେବାକେ ମନ୍ କର୍ତେ ରଇଲା ।