ମାର୍କ 3:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 ଜିସୁ ବାର ଲକ୍କେ ବାଚ୍ଲା, ଜନ୍ଲକ୍ମନ୍ କି ସିମନ୍, ଜାକେ ସେ ପିତର୍ ବଲି ନାଉଁ ଦେଲା, အခန်းကိုကြည့်ပါ။ |
ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ । ।