14 ସେ ବାର ଲକ୍କେ ବାଚ୍ଲା ଆରି ସେମନ୍କେ ତାର୍ କବର୍ ନେଉ ବଲି ଡାକ୍ଲା । ଜେନ୍ତି ସେମନ୍ ତାର୍ ସଙ୍ଗ୍ ରଇପାରତ୍ ଆରି ସେମନ୍ ତାର୍ କବର୍ ଜାନାଇବାଇ,
ଜିସୁ ପର୍ବତ୍ ଉପ୍ରେ ଜାଇ, ଜନ୍ ଲକ୍ମନ୍କେ ସେ ମନ୍ କଲା, ସେମନ୍କେ ଲଗେ ଡାକ୍ଲା, ଆରି ସେମନ୍ ତାର୍ ଲଗେ ଆଇଲାଇ ।
ଆରି ଡୁମାଚାଡାଇବାକେ ଅଦିକାର୍ ଦେଲା ।
ପଚେ ପେରିତ୍ମନ୍ ଜିସୁର୍ ଲଗେ ରୁଣ୍ଡ୍ଲାଇ, ଆରି ସେମନ୍ ଜନ୍ ଜନ୍ଟା କରି ରଇଲାଇ, ଆରି ଜାଇ ଜାଇଟା ସିକାଇ ଦେଇରଇଲାଇ, ସେସବୁ ତାକେ ଜାନାଇଲାଇ ।
ଆରି ଜିରୁସାଲମେଅନି ଆରାମ୍ କରି ସବୁ ଦେସର୍, ସବୁ ଜାତିର୍ ଲକ୍ମନ୍କେ ମର୍ ନାଉଁଦାରି ପାପ୍ କେମା କରାଇ, ମନ୍ ବଦ୍ଲାଇବାକେ କଇବାର୍ ଆଚେ ।
ତମେ ମକେ ବାଚାସ୍ ନାଇ, ମାତର୍ ମୁଇ ତମ୍କେ ବାଚ୍ଲି ଆଚି । ଆରି ଜାଇକରି ଅଦିକ୍ ଅଦିକ୍ ପଲ୍ ଦାର୍ବାକେ ତମ୍କେ ଦାଇତ୍ ଦେଲି । ତମର୍ ପଲ୍ ସବୁ ଦିନର୍ ପାଇ ରଇସି । ତେବେ ତମେ ମର୍ ନାଉଁ ଦାରି ବାବାକେ କାଇଟା ମାଙ୍ଗ୍ଲେ ମିସା ସେ ତମ୍କେ ଦେଇସି ।
ମାତର୍ ସୁକଲ୍ ଆତ୍ମା ତମର୍ ଉପ୍ରେ ଉତର୍ଲେ, ତମେ ପୁରାପୁରୁନ୍ ବପୁ ଅଇସା ଆରି ଜିରୁସାଲମ୍, ଜିଉଦାର୍ ସବୁଟାନେ, ସମିରଣ୍ ଆରି ଜଗତର୍ ସାରାସାରି ଜାକ ମର୍ ନାଉଁ ଦାରି ସାକି ଅଇସା ।”
ମୁଇ ପେରିତ୍ ସିସ୍ ପାଉଲ୍ । ପେରିତ୍ ସିସ୍ ଅଇବାକେ ମୁଇ ଲକ୍ମନର୍ଟାନେଅନି କି ଲକ୍ମନର୍ ମାଲାକାରିଆ ଇସାବେ ଡାକ୍ରା ପାଇନାଇ । ଏ ଡାକ୍ରା ମୁଇ ବାବା ପରମେସରର୍ ଆରି ଜିସୁ କିରିସ୍ଟର୍ ତେଇଅନି ପାଇଲିଆଚି । ପରମେସର୍ ତାକେ ମଲାଟାନେଅନି ଉଟାଇଆଚେ ।