9 କନ୍ଟା କର୍ବାଟା ସଅଜ୍ ଅଇଲାନି ? ବାବୁରେ ‘ମୁଇ ତର୍ ପାପ୍ କେମା କରିଦେଲି ।’ ବଲି କଇବାଟା, କି ‘ଉଟ୍ ତର୍ କଟ୍ ବଇ ଇଣ୍ଡିଜା ।’ ବଲ୍ବାଟା ?
ସିରିଆ ଦେସର୍ ଗୁଲାଇବାଟେ ତାର୍ ନାଉଁ ଜାନ୍ଲାଇ ଆରି ଲକ୍ମନ୍ ଡୁମା ଦାରିରଇବା, ମୁର୍ଚା ଅଇରଇବା, ଚେରେଙ୍ଗ୍ ଦାରି ରଇବା ଆରି ବିଆଦି ଦାରିରଇଲା ଲକ୍ମନ୍କେ ତାର୍ଲଗେ ଆନ୍ଲାଇ । ସେ ସବୁକେ ନିକ କଲା ।
ଆରି ତେଇ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଆନ୍ଲାଇ । ଚେରେଙ୍ଗ୍ ରଗି ଅଚ୍ନାଇ ସଇରଇଲା । ସେ ଲକ୍ମନର୍ ବିସ୍ବାସ୍ ଦେକି ରଗିକେ କଇଲା, “ସାଆସ୍ ଦାର୍, ତର୍ ସବୁ ପାପ୍ କେମା ଅଇଗାଲା ।”
'ତମର୍ ପାପ୍ସବୁ କେମା ଅଇଗାଲା ବଲି କଇବାଟା ସଅଜ୍ କି 'ଉଟିକରି, ଇଣ୍ଡିଜା ବଲି କଇବାଟା ଅଦିକ୍ ସଅଜ୍ ?
ମାତର୍ ଗୁଲାଇ ଜଗତର୍ ପାପ୍ କେମା କର୍ବାକେ ପର୍ମେସର୍ ପାଟାଇଲା ନର୍ପିଲା ମର୍ ଅଦିକାର୍ ଆଚେ ବଲି ଏବେ ମୁଇ, ଏ ଲକ୍କେ ନିକ କରି ଦେକାଇବି ।” ସେ ଚେରେଙ୍ଗ୍ ରଗିକେ କଇଲା,
ସେଦାପ୍ରେ ଜିସୁ ସେମନ୍ ମନେ ମନେ ଏନ୍ତାରି ବାବିଅଇଲାଟା, ନିଜର୍ ଆତ୍ମାଇ ଜାନି ସେମନ୍କେ କଇଲା, “ତମେ କାଇକେ ନିଜର୍ ନିଜର୍ ମନେ ଏ ସବୁଜାକ ବାବିଅଇଲାସ୍ନି ?
ଆରି ଜିସୁ ସେ ମାଇଜିକେ କଇଲା, “ତର୍ ସବୁ ପାପ୍ କେମା ଅଇଲା ଆଚେ ।”